ETV Bharat / bharat

ଭାରତ ବାୟୁସୀମାର ୪୦୦ ମିଟର ଭିତରେ ଉଡିଲା ନେପାଳ ବିମାନ - nepal flight

ଭାରତୀୟ ବାୟୁ ସୀମାରେ ପୁଣି ଥରେ ପ୍ରବେଶ କରିଛି ନେପାଳ ବିମାନ । ନେପାଳ ସୀମା ସହ ସଂଲଗ୍ନ ବିହାରର ମହାରାଜଗଞ୍ଜ ଜିଲ୍ଲାର ସୋନୌଲି ଉପରେ ନେପାଳ ବିମାନ ଅନେକ ସମୟ ପର୍ଯ୍ୟନ୍ତ ଉଡି ପ୍ରତ୍ୟାବର୍ତ୍ତନ କରିଯାଇଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଭାରତ ବାୟୁସୀମାର ୪୦୦ ମିଟର ଭିତରେ ଉଡିଲା ନେପାଳ ବିମାନ

author img

By

Published : Oct 17, 2021, 10:44 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ପୁଣି ଥରେ ପ୍ରବେଶ କରିଛି ନେପାଳ ବିମାନ । ଘଟଣାକୁ ନେଇ ସୁରକ୍ଷାକର୍ମୀଙ୍କ ସମେତ ଗୁଇନ୍ଦା ଏଜେନ୍ସି ଆଲର୍ଟରେ ଅଛନ୍ତି । ନେପାଳ ସୀମା ସହ ସଂଲଗ୍ନ ବିହାରର ମହାରାଜଗଞ୍ଜ ଜିଲ୍ଲାର ସୋନୌଲି ଉପରେ ନେପାଳ ବିମାନ ଅନେକ ସମୟ ପର୍ଯ୍ୟନ୍ତ ଉଡି ପ୍ରତ୍ୟାବର୍ତ୍ତନ କରିଯାଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ନେପାଳ ଭୈରହବା ଗୌତମ ବୁଦ୍ଧ ବିମାନବନ୍ଦରରେ ଅବତରଣ ସମୟରେ ସେଠାକାର ଏକ ବିମାନ ଭାରତୀୟ ସୀମାର ପାଖାପାଖି ୪୦୦ ମିଟର ଭିତରକୁ ପଶିଆସିଥିଲା । ଶୁକ୍ରବାର ଦିନ ଗୋଟାଏ ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.