ETV Bharat / bharat

NEET-PG Result: ପ୍ରକାଶ ପାଇଲା NEET-PG ଫଳାଫଳ - ନିଟ ପିଜି ଫଳାଫଳ

ଚଳିତ ବର୍ଷର NEET-PG ଫଳାଫଳ ପ୍ରକାଶିତ । ପୂର୍ବ ନିର୍ଦ୍ଧାରିତ ତାରିଖରେ 10 ଦିନ ପୂର୍ବରୁ ଆସିଲା ଫଳାଫଳ । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପ୍ରକାଶ ପାଇଲା NEET-PG ଫଳାଫଳ
ପ୍ରକାଶ ପାଇଲା NEET-PG ଫଳାଫଳ
author img

By

Published : Jun 1, 2022, 9:08 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଚଳିତ ବର୍ଷର ମେଡିକାଲ ସ୍ନାତ୍ତକତ୍ତୋର ଶିକ୍ଷା ପାଇଁ ଉଦ୍ଦିଷ୍ଟ NEET PG ପରୀକ୍ଷା ଫଳାଫଳ । ଜାତୀୟ ପରୀକ୍ଷା ବୋର୍ଡ (NBE) ଆଜି (ବୁଧବାର) ଏହି ଫଳ ପ୍ରକାଶନ କରିଛି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • NEET-PG result is out, says Union Health Minister Dr. Mansukh Mandaviya

    He congratulates all the students who have qualified for NEET-PG pic.twitter.com/nkqe2wPwIG

    — ANI (@ANI) June 1, 2022 " class="align-text-top noRightClick twitterSection" data=" ">

ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରାଛାତ୍ରୀ https://natboard.edu.in ରେ ଲଗ-ଇନ କରି ନିଜର ଫଳାଫଳ ଜାଣିପାରିବେ । ପୂର୍ବ ନିର୍ଦ୍ଧାରିତ ତାରିଖର 10 ଦିନ ପୂର୍ବରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଶେଷ କରି ଫଳ ପ୍ରକାଶ କରିବାରେ ସଫଳ ହୋଇଛି ପରୀକ୍ଷା ନିୟନ୍ତ୍ରକ ବୋର୍ଡ । ଯାହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.