ETV Bharat / bharat

ନକ୍ସଲଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ପୁଣି ଗଡାଇଲେ ମୁଣ୍ଡ - ଗାଡଚିରୋଲିରେ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ନକ୍ସଲ

ମହାରାଷ୍ଟ୍ରର ଗଡଚିରୋଲିରେ ୨ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ କଲେ ହତ୍ୟା । ଅଧିକ ପଢନ୍ତୁ

ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ 2 ନାଗରିକଙ୍କୁ ହତ୍ୟା

author img

By

Published : Apr 15, 2022, 11:01 AM IST

Updated : Apr 15, 2022, 11:17 AM IST

ମୁମ୍ବାଇ: ନକ୍ସଲଙ୍କ ବର୍ବରତା । ମହାରାଷ୍ଟ୍ରର ଗଡଚିରୋଲିରେ ୨ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ନକ୍ସଲ ( Naxals kill two villagers in Gadchiroli ) । ପୋଲିସଙ୍କୁ ନକ୍ସଲଙ୍କ ଗତିବିଧି ଉପରେ ପୋଲିସକୁ ସୂଚନା ଦେଉଥିବା ସନ୍ଦେହରେ ହତ୍ୟା କରାଯାଇଛି । ଏନେଇ ଗଡଚିରୋଲି ପୋଲିସ ସୁପରିଟେଣ୍ଡେଣ୍ଟ ଅଙ୍କିତ ଗୋଏଲ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବୁଧବାର ରାତିରେ ପୋଲିସ ସୂଚନାଦାତା ଭାବେ ୨ ସାଧାରଣ ନାଗରିକକୁ ସନ୍ଦେହ କରି ନକ୍ସଲ ଉଠାଇନେଇଥିଲେ । ଏହାପରେ ଗତକାଲି ସକାଳୁ ତାଙ୍କୁ ହତ୍ୟା କରିଥିବା ପୋଲିସ କହିଛି । ଗତ ପାଞ୍ଚ ମାସ ମଧ୍ୟରେ ଜିଲ୍ଲାର ଏହା ହେଉଛି ପ୍ରଥମ ଘଟଣା । ଏହା ପୂର୍ବରୁ ୨୦୨୧ ନଭେମ୍ବର ୨୫ରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ନକ୍ସଲ ସଂଗଠନର ଜଣେ ମୁଖ୍ୟ ନିହତ ହୋଇଥିଲା ।

@ANI

Last Updated : Apr 15, 2022, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.