ETV Bharat / bharat

NaMo Bharat: ‘ଅମୃତ ଭାରତ, ବନ୍ଦେ ଭାରତ ନମୋ ଭାରତ ରେଳ ଆଧୁନିକୀକରଣର ପ୍ରତୀକ’

author img

By ETV Bharat Odisha Team

Published : Oct 20, 2023, 4:24 PM IST

‘‘ଆଜି ଭାରତରେ ଯେଉଁ ଇନଫ୍ରାଷ୍ଟ୍ରକଚର ନିର୍ମାଣ ହୋଇଛି । ସେଥିରେ ନାଗରିକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଟ୍ରେନ ସେବା ଅମୃତ ଭାରତ ବନ୍ଦେ ଭାରତ ଓ ନମୋ ଭାରତର ତ୍ରିବେଣୀ ଏହି ଦଶକର ଅନ୍ତ ଯାଏ ଭାରତ ରେଳକୁ ଆଧୁନିକୀକରଣର ପ୍ରତୀକ ହେବ । ନମୋ ଭାରତ ଭବିଷ୍ୟ ଭାରତର ଝଲକ । ଯେବେ ଦେଶରେ ଆର୍ଥିକ ଶକ୍ତି ବଢି ଥାଏ ସେବେ ଦେଶର ଚିତ୍ର ବଦଳେ ଯାହାର ପ୍ରମାଣ ଏହି ନମୋ ଭାରତ । ଅଧିକ ପଢନ୍ତୁ

NaMo Bharat
NaMo Bharat

ଲକ୍ଷ୍ନୌ: ଦେଶର ପ୍ରଥମ ଦ୍ରୁତ ରେଳ ସେବା ଦିଲ୍ଲୀ-ମେରଟ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS)ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଗାଜିଆବାଦରେ ଏକ ଜନସବାକୁ ସମ୍ବୋଧିତ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଆଜି ଦେଶର ପ୍ରଥମ ରାପିଡ ରେଳ ନମୋ ଭାରତ ସେବା ଆରମ୍ଭ ହୋଇଛି । ଏହା ପୂରା ଦେଶ ପାଇଁ ଐତିହାସିକ ମୁହୂର୍ତ୍ତ । ନମୋ ଭାରତ ଭବିଷ୍ୟ ଭାରତର ଝଲକ । ଏହା ଅମୃତ ଭାରତ ବନ୍ଦେ ଭାରତ ଓ ନମୋ ଭାରତର ଏହି ତ୍ରିବେଣୀ ଏହି ଦଶକର ଅନ୍ତ ଯାଏ ଭାରତ ରେଳକୁ ଆଧୁନିକୀକରଣର ପ୍ରତୀକ ହେବ ।

  • #WATCH | Sahibabad, Uttar Pradesh | PM Narendra Modi says, "India of the 21st century is writing a new saga of progress in every sector, every area. Today's India lands Chandrayaan on the moon. With the fantastic organising of G20, today's India has become the centre of… pic.twitter.com/utw2pcluSi

    — ANI (@ANI) October 20, 2023 " class="align-text-top noRightClick twitterSection" data=" ">
  • #WATCH | Sahibabad, Uttar Pradesh | PM Narendra Modi says, "Namo Bharat train has modernity, rapidity and amazing speed. This Namo Bharat train is defining the new journey and new resolves of New India." pic.twitter.com/3E4Ys75AiY

ଅଧିକ ପଢନ୍ତୁ- ରେଳ ଯାତ୍ରାରେ ନୂଆ ଅଧ୍ୟାୟ, ଦେଶର ପ୍ରଥମ ରାପିଡ ଟ୍ରେନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

  • #WATCH | Sahibabad, Uttar Pradesh | PM Narendra Modi says, "I had the opportunity to experience travel on this ultra-modern train (Namo Bharat). I spent my childhood on the railway platform and today this new form of the railways is filling me with joy. This experience is… pic.twitter.com/jZGGW35OqT

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜି ଭାରତରେ ଯେଉଁ ଇନଫ୍ରାଷ୍ଟ୍ରକଚର ନିର୍ମାଣ ହୋଇଛି । ସେଥିରେ ନାଗରିକଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏହି ଟ୍ରେନ ସେବା ଅମୃତ ଭାରତ ବନ୍ଦେ ଭାରତ ଓ ନମୋ ଭାରତର ତ୍ରିବେଣୀ ଏହି ଦଶକର ଅନ୍ତ ଯାଏ ଭାରତ ରେଳକୁ ଆଧୁନିକୀକରଣର ପ୍ରତୀକ ହେବ । ନମୋ ଭାରତ ଭବିଷ୍ୟ ଭାରତର ଝଲକ । ଯେବେ ଦେଶରେ ଆର୍ଥିକ ଶକ୍ତି ବଢି ଥାଏ ସେବେ ଦେଶର ଚିତ୍ର ବଦଳେ ଯାହାର ପ୍ରମାଣ ଏହି ନମୋ ଭାରତ । ଏହି ନମୋ ଭାରତ ନୂଆ ଭାରତର ଦେଶରେ ଆଧୁନିକତାକୁ ଅଧିକ ସ୍ପିଡ ଦେବ । ଭାରତର ନୂଆ ଯାତ୍ର ତିଆରି କରିବା ସହ ନୂଆ ସଂକଳ୍ପକୁ ପରିଭାଷିତ କରିବ ।''

  • #WATCH | Sahibabad, Uttar Pradesh | PM Narendra Modi says, "Four years back, I laid the foundation stone of Delhi-Ghaziabad-Meerut Regional Corridor project. Today, the services of Namo Bharat have started on the stretch from Sahibabad to Duhai Depot. I had said earlier too and I… pic.twitter.com/6qUTbmgTeZ

ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ନବରାତ୍ରୀରେ ଶୁଭ କାର୍ଯ୍ୟ ଶୁଭାରମ୍ଭର ପରମ୍ପରା ରହିଆସିଛି । ଏହି ଶୁଭ ଅବସରରେ ମୁଁ ଦିଲ୍ଲୀ, ଏନସିଆର ଓ ପୁରା ପଶ୍ଚିମ ୟୁପିବାସୀଙ୍କୁ ଶୁଭେଚ୍ଛା ଜଣାଉଛି । କେନ୍ଦ୍ର ସରକାର ଆଜି ଭାରତର ନୂଆ ସଂକଳ୍ପକୁ ପୁରା କରୁଛନ୍ତି । ଭାରତ ବିକାଶ ପାଇଁ ରାଜ୍ୟ ଗୁଡିକର ବିକାଶ ଜରୁରୀ । ଆଜି ସାରା ଦୁନିଆରେ ଭାରତର ପ୍ରଭାବ ବଢିଛି । ଆଜି ଭାରତ ନିଜ ଦମରେ 100ରୁ ଅଧିକ ମେଡାଲ ଜିତିବାର କ୍ଷମତା ରଖିଛି । ଆଜିର ଭାରତ କୋଟି କୋଟି ଟଙ୍କା ଡିଜିଟାଲ ମାଧ୍ୟମରେ କାରବାର କରୁଛି । ମହାମାରୀ କୋଭିଡ ବେଳେ ଭାରତ ସାରା ଦୁନିଆକୁ ସଞ୍ଜିବନୀ ଯୋଗାଇଥିଲା । ଆଜି ବିଶ୍ବରେ ଭାରତର ପ୍ରଗତୀକୁ ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀ-ମେରଟ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS)ର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସାହିବାବାଦ- ଦୁହାଇ ଡିପୋ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସ୍କଲ ଛାତ୍ରଛାତ୍ରୀ ଓ କ୍ରୁ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।

  • #WATCH | PM Narendra Modi inaugurated priority section of Delhi-Ghaziabad-Meerut RRTS Corridor and flagged off RapidX train connecting Sahibabad to Duhai Depot today.

    He says, "This is a historic moment for the entire country. Today, India's first Rapid Rail services - Namo… pic.twitter.com/BFynU03n8n

ଅଧିକ ପଢନ୍ତୁ- PM visit MP: ଆଜି ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

  • A significant enhancement to India's transportation infrastructure! The Delhi-Meerut RRTS Corridor will bring a substantial transformation to regional connectivity. https://t.co/WxdtLzrAxE

    — Narendra Modi (@narendramodi) October 20, 2023 " class="align-text-top noRightClick twitterSection" data=" ">

ଉଦଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ନେଇ ସହରାଞ୍ଚଳ ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ମେଟ୍ରୋ ପ୍ରକଳ୍ପ ନିର୍ମାଣରେ ଭାରତ ଠାରୁ ବହୁ ଦେଶ ଆଗରେ ଥିଲେ । କିନ୍ତୁ ସମୟ ଏବେ ବଦଳିଛି । ଏବେ ଭାରତ ସେହି ଦେଶ ସମକକ୍ଷ ହୋଇ ନାହିଁ ବଂର ସେହି ଦେଶ ଗୁଡିକ ଠାରୁ ବହୁ ଆଗକୁ ବଢି ସାରିଛି । ଆଗାମୀ 2 ରୁ 3 ବର୍ଷ ମଧ୍ୟରେ ଆମେ ଆମେରିକାକୁ ପଛରେ ପକାଇ ଦୁନିଆର ବଡ ମେଟ୍ରୋ ସିଷ୍ଟମ ହେବୁ । ନମୋ ଭାରତ ଏହି ଅମୃତକାଳରେ ଭାରତର ବିକାଶରେ ବଡ ଯୋଗଦାନ ଦେବ । ଏହି (RRTS)କୁ ‘ନମୋ ଭାରତ’ ନାମରେ ଜଣାଯିବ ବୋଲି ପ୍ରକଳ୍ପର ଉଦଘାଟନୀ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଥିଲେ ।

ଦିଲ୍ଲୀ-ଗାଜିଆବାଦ- ମେରଟ ରାପିଡ ରେଳ ଟ୍ରାଞ୍ଜିଟ ସିଷ୍ଟମର ଆଧାରଶୀଲା ପ୍ରଧାନମନ୍ତ୍ରୀ ମୋଦି 8 ମାର୍ଚ୍ଚ 2019ରେ ରଖିଥିଲେ । ଆସନ୍ତା 2024 ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ପୁରା ପ୍ରକଳ୍ପ ପାଇଁ 30 ହଜାର କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ସମସ୍ତ ଅର୍ଥ ଭାରତ ସରକାର ବହନ କରୁଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ୟୁପିର ରାଜ୍ୟପାଳ ଆନ୍ଦିବେନ ପଟେଲ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.