ETV Bharat / bharat

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭି

ନୂଆଦିଲ୍ଲୀ: ଇସ୍ତଫା ଦେଲେ ମୁକ୍ତାର ଅବ୍ବାସ ନକଭି । କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସେ ଇସ୍ତଫା ଦେଇଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନକଭି । ଅଧିକ ପଢନ୍ତୁ

author img

By

Published : Jul 6, 2022, 5:13 PM IST

Updated : Jul 6, 2022, 6:18 PM IST

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭି
ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବ୍ବାସ ନକଭି

ନୂଆଦିଲ୍ଲୀ: ଇସ୍ତଫା ଦେଲେ ମୁକ୍ତାର ଅବ୍ବାସ ନକଭି । କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ସେ ଇସ୍ତଫା ଦେଇଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନକଭି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦେଇଛନ୍ତି ଇସ୍ତଫା । ଆସନ୍ତାକାଲି ନକଭିଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବ ।

Last Updated : Jul 6, 2022, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.