ETV Bharat / bharat

କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ ଭାଙ୍ଗିଥିଲେ ମଧ୍ୟ ପ୍ରଦେଶ ମନ୍ତ୍ରୀ

author img

By

Published : Sep 18, 2022, 10:36 PM IST

ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନ କାର୍ଯ୍ୟକ୍ରମ ବେଳେ ଭାଙ୍ଗିଥିଲା ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ । ସ୍ବଂୟ ସହାୟିକା ଗୋଷ୍ଠୀର ମହିଳାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାବେଳେ ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ମଧ୍ୟ ପ୍ରଦେଶ ପଞ୍ଚାୟତିରାଜ ମନ୍ତ୍ରୀ (minister broke PM protocol) । ଅଧିକ ପଢନ୍ତୁ

କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ ଭାଙ୍ଗିଥିଲେ ମଧ୍ୟ ପ୍ରଦେଶ ପଞ୍ଚାୟତିରାଜ ମନ୍ତ୍ରୀ

ଭୋପାଳ: ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତା ଛଡାଯିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲକୁ (minister broke PM protocol)। ରାଜ୍ୟର ପଞ୍ଚାୟତିରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସୋସିଦିଆ ଏପରି କରିଥିବା ଜଣାପଡିଛି । ଜଙ୍ଗଲରେ ଚିତା ଛାଡିବା କାର୍ଯ୍ୟକ୍ରମ ପରେ ଶୋପୁର ଜିଲ୍ଲାର କରହଲ ଗ୍ରାମରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏକ ଆଲୋଚନା କାର୍ଯ୍ୟକ୍ରମ ଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ମହିଳାଙ୍କୁ ସମ୍ବୋଧିତ କରିବାକୁ ଯାଉଥିଲେ । ଏହି ସମୟରେ ପଞ୍ଚାୟତ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆ (MP Panchayat Minister Mahendra Singh Sisodia)ହଠାତ ତାଙ୍କ ଆସନରୁ ଉଠି ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯାଇ ଏକ ଲିଫଲେଟ୍ ଦେଖାଇ ଆଲୋଚନା କରିବା ଆରମ୍ଭ କରିଥିଲେ । ଯାହା ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ ବାହାରେ ଥିଲା । ଏହି ଲିଫଲେଟରେ ଗୁନା ଜିଲ୍ଲାରେ ନିର୍ମାଣାଧୀନ ରାମ ମନ୍ଦିରର ସମ୍ପର୍କରେ ଉଲ୍ଲେଖ ଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲକୁ ଅଣଦେଖା :

ପଞ୍ଚାୟତ ମନ୍ତ୍ରୀ ମହେନ୍ଦ୍ର ସିଂ ଚାହୁଁଥିଲେ ଯେତେବେଳେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହାକୁ ଉନ୍ମୋଚନ କରିବାକୁ ଆସନ୍ତୁ । ତେଣୁ ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ନିମନ୍ତ୍ରଣ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଏହି ନିମନ୍ତ୍ରଣ ଗ୍ରହଣ କରିଥିବା ମନ୍ତ୍ରୀ ସିସୋଦିଆ ସୂଚନା ଦେଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସୂଚୀରେ ନିର୍ଦ୍ଧାରିତ ପ୍ରୋଟୋକଲ ଥିଲେ ସୁଦ୍ଧା ରାଜ୍ୟର ଜଣେ ମନ୍ତ୍ରୀ ଏପରି କାର୍ଯ୍ୟସୂଚୀ ଅତିକ୍ରମ କରି ହଠାତ ପ୍ରଧାନମନ୍ତ୍ରୀଙ୍କ ନିକଟବର୍ତ୍ତୀ ହେବା ପ୍ରୋଟୋକଲର ଉଲଙ୍ଘନ ବୋଲି ଚର୍ଚ୍ଚା ହେଉଛି (minister broke PM protocol) ।

ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପରେ ଆଲୋଚନା:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋଟୋକଲ ଏସପିଜି ଦ୍ବାରା ସ୍ଥିର ହୋଇଥାଏ । ପ୍ରଧାନମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ମଧ୍ୟ ହୋଇଥାଏ । କାର୍ଯ୍ୟକ୍ରମ ଅଧୀନରେ କେଉଁ ବ୍ୟକ୍ତି ବା ରାଜନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ତାହା ମଧ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ପୂର୍ବରୁ ସ୍ଥିର ହୋଇଥାଏ । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିିତ ଥିଲେ । ବଡ ନେତାଙ୍କ ଉପସ୍ଥିତି ସତ୍ତ୍ବେ ମଧ୍ୟ ରାଜ୍ୟର ଜଣେ ମନ୍ତ୍ରୀ ହଠାତ ନିଜ ଆସନରୁ ଉଠି ପ୍ରଧାନମନ୍ତ୍ରୀଙ୍କ ନିକଟବର୍ତ୍ତୀ ହେବା ଘଟଣାକୁ ସ୍ବାଭାବିକ ଭାବେ ଗ୍ରହଣ କରାଯାଇ ପାରୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.