ETV Bharat / bharat

Khargone violence: ପ୍ରଭାବିତ ଲୋକଙ୍କୁ MP ସରକାରଙ୍କ 1 କୋଟିର ସହାୟତା ରାଶି - ମଧ୍ୟପ୍ରଦେଶରେ ସାମ୍ପ୍ରଦାୟିକ ହିଂସା ଘଟଣା

ରାମନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ଅଧିକ ପଢନ୍ତୁ

mp government allocates one crore for those affected by clashes on ram navami
ମଧ୍ୟପ୍ରଦେଶରେ ସାମ୍ପ୍ରଦାୟିକ ହିଂସା ଘଟଣା: ପ୍ରଭାବିତ ଲୋକଙ୍କୁ 1 କୋଟିର ସହାୟତା ରାଶି
author img

By

Published : Apr 19, 2022, 1:17 PM IST

ଭୋପାଳ: ରାମନବମୀ ଉତ୍ସବରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା । ରାଜ୍ୟର ଖରୋଗନ ଓ ବରୱାନି ଜିଲ୍ଲାରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ଅନେକ ଲୋକଙ୍କ ସମେତ ପୋଲିସ କର୍ମଚାରୀମାନେ ଆହତ ହୋଇଥିଲେ । ତେବେ ଏଥିରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ 1 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।

  • 🔸प्रभावितों के लिए शासन ने आवंटन किया जारी

    🔸प्रशासन तत्काल स्वीकृति देकर अकाउंट में दी जाएगी राशि#खरगोन शहर में 10 अप्रैल को हुए उपद्रव के बाद प्रशासन ने सर्वे कर रिपोर्ट शासन को भेजी थी। शासन द्वारा सोमवार को आवंटन प्रदान कर दिया गया है। pic.twitter.com/QRe4fre5bT

    — PRO JS Khargone (@PROJSKhargone) April 18, 2022 " class="align-text-top noRightClick twitterSection" data=" ">

ମଧ୍ୟପ୍ରଦେଶ ସରକାର ଏକ କୋଟି ସହାୟତା ଘୋଷଣା ନେଇ ଖରୋଗନ ଜିଲ୍ଲା PRO ଶିବରାଜ ସିଂ ଚୌହାନଙ୍କ ନେତୃତ୍ବାଧୀନ ସାଂସଦ ଅଫିସିଆଲ ଟ୍ବିଟରରେ ନୋଟିସ ଜାରି କରି ସୂଚନା ଦେଇଛନ୍ତି । ସୂଚନା ଥାଉକି, ରାମ ନବମୀ ଶୋଭାଯାତ୍ରାବେଳେ ଖରୋଗନ ଏବଂ ବରୱାନି ଜିଲ୍ଲାର ସେନ୍ଧୱା ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ହିଂସା ଘଟାଇଲେ । ଶୋଭାଯାତ୍ରାରେ କିଛି ଲୋକ ଭିଡ଼ ଭିତରକୁ ପଥର ଫିଙ୍ଗିବା ସହ ଗାଡ଼ିରେ ନିଆଁ ଲଗାଇ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ କରାଯାଇଥିଲା । ସ୍ଥିତିରେ ସୁଧାର ଆସିବା ପରେ ସେଠାରୁ କର୍ଫୁ ହଟିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.