ETV Bharat / bharat

Assam Flood: 4 ଲକ୍ଷରୁ ଊର୍ଦ୍ଧ୍ବ ପ୍ରଭାବିତ, 8 ମୃତ - ଆସାମରେ ବନ୍ୟା ବିଭୀଷିକା

ଆସାମରେ ବନ୍ୟା ବିଭୀଷିକା ଜାରି ରହିଛି । 26ଟି ଜିଲ୍ଲାର ପ୍ରାୟ 4 ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା । 178ଟି ରିଲିଫ୍ କ୍ୟାମ୍ପରେ ପ୍ରଭାବିତଙ୍କୁ କରାଯାଉଛି ଥଇଥାନ । ଅଧିକ ପଢନ୍ତୁ

Assam Flood: ଭାସୁଛି ଆସାମ, ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

author img

By

Published : May 18, 2022, 3:34 PM IST

Updated : May 18, 2022, 6:06 PM IST

ଗୌଟାଟୀ: ବନ୍ୟାରେ ଭାସୁଛି ଆସାମ । ଲଗାଣ ବର୍ଷା ସ୍ଥିତିକୁ ଅଧିକ ଭୟଙ୍କର କରୁଛି । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ଘରଦ୍ବାର, ରାସ୍ତାଘାଟ ସବୁ ଜଳମଗ୍ନ ରହିଛି । ରାଜ୍ୟର ପ୍ରାୟ 26ଟି ଜିଲ୍ଲାର ପ୍ରାୟ 4 ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବିଶେଷକରି କଚ୍ଚର, ହୋଜାଇ, ଲଖିମପୁର, ନାଗାଓଁ, ଦରାଙ୍ଗ ଏବଂ ଦିମା ହସାଓ ଆଦି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ।

Assam Flood: ଭାସୁଛି ଆସାମ, ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
Assam Flood: ଭାସୁଛି ଆସାମ, ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
Assam Flood: ଭାସୁଛି ଆସାମ, ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
Assam Flood: ଭାସୁଛି ଆସାମ, ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସୂଚନା ଅନୁଯାୟୀ, ବନ୍ୟାରେ 1,089ଟି ଗାଁ ସର୍ବାଧିକ ପ୍ରଭାବତି ହୋଇଛନ୍ତି ଏବଂ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସହାୟତା ପାଇଁ 178ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସେନା, ଅର୍ଦ୍ଧସାମରିକ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ ମୁତୟନ ହୋଇଛନ୍ତି ।

ରଜ୍ୟର କିଛି ସ୍ଥାନରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ଏହାଯୋଗୁଁ ଟ୍ରେନ ଚଳାଚଳ ଏବଂ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କୁ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2022, 6:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.