ନୂଆଦିଲ୍ଲୀ: ଗୁଜୁରାଟ ମୋର୍ବିରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାରେ ବିଦେଶରୁ ଆସିବାରେ ଆସିଛି ଶୋକବାର୍ତ୍ତା । ଶୋକବ୍ୟକ୍ତ କରିଛନ୍ତି ପୋଲାଣ୍ଡ ଓ ସଂଯୁ୍କ୍ତ ଆରବ ଏମିରେଟ୍ସ (UAE) । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ମୈତୁସଜ ମୋରୱିକି (Prime Minister of Poland Mateusz Morawiecki) ଅଘଟଣ ନେଇ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରକୁ ସମେବେଦନା ଜଣାଇଛନ୍ତି । ଏପରି ସମୟରେ ପୋଲାଣ୍ଡ ଭାରତର ନାଗରିକଙ୍କୁ ସମବେଦନା ଜଣାଉଛି ବୋଲି ସେ ଟ୍ବିଟ କରିଛନ୍ତି (UAE extends condolences on Morbi Bridge Collapse)।
-
UAE Minister of Foreign Affairs & International Cooperation, Sheikh Abdullah bin Zayed Al Nahyan, extends his condolences on Gujarat's #MorbiBridgeCollapse pic.twitter.com/SZlwRdweaw
— ANI (@ANI) October 31, 2022 " class="align-text-top noRightClick twitterSection" data="
">UAE Minister of Foreign Affairs & International Cooperation, Sheikh Abdullah bin Zayed Al Nahyan, extends his condolences on Gujarat's #MorbiBridgeCollapse pic.twitter.com/SZlwRdweaw
— ANI (@ANI) October 31, 2022UAE Minister of Foreign Affairs & International Cooperation, Sheikh Abdullah bin Zayed Al Nahyan, extends his condolences on Gujarat's #MorbiBridgeCollapse pic.twitter.com/SZlwRdweaw
— ANI (@ANI) October 31, 2022
-
Prime Minister of Poland Mateusz Morawiecki extends his condolences on Gujarat's #MorbiTragedy pic.twitter.com/1XxER3sKMP
— ANI (@ANI) October 31, 2022 " class="align-text-top noRightClick twitterSection" data="
">Prime Minister of Poland Mateusz Morawiecki extends his condolences on Gujarat's #MorbiTragedy pic.twitter.com/1XxER3sKMP
— ANI (@ANI) October 31, 2022Prime Minister of Poland Mateusz Morawiecki extends his condolences on Gujarat's #MorbiTragedy pic.twitter.com/1XxER3sKMP
— ANI (@ANI) October 31, 2022
ସେହିପରି ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ଘଟଣାରେ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛି । ସଂଯୁକ୍ତ ଆରବ ଏମିରେଟ୍ସର ବୈଦେଶିକ ବ୍ୟାପାର ଓ ଅନ୍ତର୍ଜାତୀୟ ସମନ୍ବୟ ମନ୍ତ୍ରୀ ଶୈଖ ଅବଦୁଲ୍ଲା ବିନ ଜାଏଦ ଅଲ ନାଏନ (Sheikh Abdullah bin Zayed Al Nahyan) ଏମିରେଟ୍ସ ପକ୍ଷରୁ ଭାରତକୁ ସମବେଦନା ଜଣାଇଛନ୍ତି । ହିନ୍ଦୀରେ ଟ୍ବିଟ କରି ସେ କହିଛନ୍ତି, ସେ ସରକାରଙ୍କ ପକ୍ଷରୁ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ