ETV Bharat / bharat

ଟୀକାକରଣକୁ ନେଇ କେରଳକୁ ମୋଦିଙ୍କ ପ୍ରଶଂସା

author img

By

Published : May 5, 2021, 4:45 PM IST

ଟୀକା ଅପଚୟ ହ୍ରାସକୁ ନେଇ କେରଳ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ବିରୋଧରେ ଦୃଢତାର ସହ କାର୍ଯ୍ୟ କରୁଥିବାରୁ ସ୍ବାସ୍ଥ୍ୟ କର୍ମୀ, ନର୍ସ ମାନଙ୍କୁ କୃତଜ୍ଞତା ଜଣାଇଲେ । ଅଧିକ ପଢନ୍ତୁ...

ଟୀକାକରଣକୁ ନେଇ କେରଳକୁ ମୋଦିଙ୍କ ପ୍ରଶଂସା
ଟୀକାକରଣକୁ ନେଇ କେରଳକୁ ମୋଦିଙ୍କ ପ୍ରଶଂସା

ଥିରୁଅନନ୍ତପୁରମ: କେରଳରେ ଟୀକା ଦାନ ଉତ୍ସାହ ଜନକ ଟୀକାର ଅପଚୟକୁ ହ୍ରାସ କରିବା, COVID ବିରୋଧରେ ଦୃଢତାର ସହ କାର୍ଯ୍ୟଧାରା ଜାରି ରଖିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ କେରଳ ସରକାର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ।

ଭାରତ ସରକାରଙ୍କ ତରଫରୁ କେରଳକୁ 73 ଲକ୍ଷ 38 ହଜାର 806 ଡୋଜ ଟିକା ପଠାଯାଇଥିଲା । ଆଉ ତାହାକୁ ସଫଳତାର ସହ ଟୀକା ଅପଚୟକୁ ହ୍ରାସ କରି 74,26,164 ଡୋଜ୍ ଟିକାକରଣ କରାଯାଇଛି । ଏପରିକି ପ୍ରତ୍ୟେକଟି ଭାଏଲରେ ଅପଚୟ ଫ୍ୟାକ୍ଟର୍ ଭାବରେ ଉପଲବ୍ଧ ଅତିରିକ୍ତ ଡୋଜ୍ ବ୍ୟବହାର ଟିକାକୁ ବ୍ୟବହାର କରିଛୁ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟାନ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆମର ସ୍ୱାସ୍ଥ୍ୟ କର୍ମୀ, ବିଶେଷକରି ନର୍ସମାନେ ଅତ୍ୟନ୍ତ ଦକ୍ଷ ଏବଂ ଆମର ହୃଦୟରୁ କୃତଜ୍ଞତାର ଯୋଗ୍ୟ ବାେଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.