ETV Bharat / bharat

ତୃତୀୟ ଲହର ରୋକିବାକୁ ଲୋକଙ୍କୁ ସଚେତନ କରିବେ ମନ୍ତ୍ରୀ - ମନ୍ତ୍ରୀ ପରିଷଦ

ତୃତୀୟ ଲହର ରୋକିବା ପାଇଁ ଲୋକଙ୍କ ମଧ୍ୟରେ କୋରୋନା ସଚେତନତା ସୃଷ୍ଟି କରିବେ ମନ୍ତ୍ରୀ । ଏନେଇ ମନ୍ତ୍ରୀ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ଅଧିକ ପଢନ୍ତୁ...

ତୃତୀୟ ଲହରକୁ ନେଇ ଲୋକଙ୍କୁ ସଚେତନ କରିବେ ମନ୍ତ୍ରୀ: ମୋଦିଙ୍କ ନିର୍ଦ୍ଦେଶ

author img

By

Published : Jul 1, 2021, 8:55 AM IST

ନୂଆଦିଲ୍ଲୀ: ଦ୍ବିତୀୟ ଲହର ପରେ ଭାରତରେ ଆସିପାରେ ତୃତୀୟ ଲହର । ଏହାକୁ ରୋକିବା ନେଇ ଲୋକଙ୍କ ମଧ୍ୟରେ କୋରୋନା ସଚେତନତା ସୃଷ୍ଟି ପାଇଁ ମନ୍ତ୍ରୀ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି । କୋଭିଡ-19 ପ୍ରୋଟୋକଲ ଓ ଟୀକାକରଣ ବିଷୟରେ ଲୋକଙ୍କୁ ସଚେତନତା କରିବାରୁ କୁହାଯାଇଛି । କେନ୍ଦ୍ର ମନ୍ତ୍ରୀ ପରିଷଦର ଏକ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ମଧ୍ୟ କହିଛନ୍ତି ଯେ ଯେଉଁ ପ୍ରକଳ୍ପ ପାଇଁ ସେମାନେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ତାହା ଉଦ୍ଘାଟନ କରିବେ।

ପ୍ରକଳ୍ପଗୁଡିକ ଉପରେ ନଜର ରଖିବାକୁ ଏବଂ ଏଗୁଡିକ ବିଳମ୍ବ ନହେବାକୁ ସେ କହିଛନ୍ତି । ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିବା ବେଳେ ବୈଠକରେ ନୀତି ଆୟୋଗର ସଦସ୍ୟ ଭି.କେ ପାଲ କୋରୋନା ଭାଇରସ ମହାମାରୀ ଉପରେ ଏକ ଉପସ୍ଥାପନା କରିଥିଲେ। ତେବେ ମହାମାରୀରୁ ମୁକ୍ତି ପାଇବାକୁ ହେଲେ ଲୋକଙ୍କୁ ସଜାଗ ରହିବାକୁ ପଡିବ ବୋଲି ମୋଦି କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.