ଜୟପୁର: ଭାରରୀୟ ବାୟୁ ସେନାର ଫାଇଟର ଏୟାରକ୍ରାଫ୍ଟ MiG-21 ଦୁର୍ଘଟଣାଗସ୍ତ (MiG-21 crashes in Jaisalmer ) । ରାଜସ୍ଥାନ ଜୟସଲମେରରେ କ୍ରାସ ହୋଇଛି ବାୟୁସେନା (IAF)ର ଫାଇଟର ଏୟାର କ୍ରାଫ୍ଟ MiG-21 । ଏନେଇ ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ବିଟ କରି ସ୍ପଷ୍ଟ କରାଯାଇଛି ।
-
This evening, around 8:30 pm, a MiG-21 aircraft of IAF met with a flying accident in the western sector during a training sortie. Further details are awaited.
— Indian Air Force (@IAF_MCC) December 24, 2021 " class="align-text-top noRightClick twitterSection" data="
An inquiry is being ordered.
">This evening, around 8:30 pm, a MiG-21 aircraft of IAF met with a flying accident in the western sector during a training sortie. Further details are awaited.
— Indian Air Force (@IAF_MCC) December 24, 2021
An inquiry is being ordered.This evening, around 8:30 pm, a MiG-21 aircraft of IAF met with a flying accident in the western sector during a training sortie. Further details are awaited.
— Indian Air Force (@IAF_MCC) December 24, 2021
An inquiry is being ordered.
ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଜୟସଲମେର ଜିଲ୍ଲାର ଡିଏମପି ଅଞ୍ଚଳରେ ଫାଇଟର ଏୟାର କ୍ରାଫ୍ଟ ମିଗ ୨୧ କ୍ରାସ ହୋଇଥିବା ସୂଚନା । ସନ୍ଧ୍ୟା ୮.୩୦ ମିନିଟରେ ମିଗ ୨୧ ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଦୁର୍ଘଟଣା ଘଟିଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଏହା ସହ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚିଛି । ପାଇଲଟକୁ ଖୋଜିବା ଜାରି ରହିଛି । ତେବେ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛି ବାୟୁସେନା ।
ତେବେ ଗତ 8 ତାରିଖରେ ସିଡିଏସଙ୍କ ଚପର ତାମିଲନାଡୁର କୁନ୍ନୁରରେ କ୍ରାସ ହୋଇଥିବା ବେଳେ ଦୁର୍ଘଟଣାରେ 14 ଜଣଙ୍କ ପ୍ରାଣହାନୀ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ