ETV Bharat / bharat

MiG-21 ଫାଇଟର ଏୟାର କ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ନିଖୋଜ

author img

By

Published : Dec 24, 2021, 10:01 PM IST

Updated : Dec 24, 2021, 10:23 PM IST

ଜୟସଲମେରରେ ଭାରତୀୟ ବାୟୁସେନାର ଫାଇଟର ଯୁଦ୍ଧ ବିମାନ କ୍ରାସ (MiG-21 crashes in Jaisalmer ) ହୋଇଥିବା ସୂଚନା । ଅଧିକ ପଢନ୍ତୁ

MiG-21 ଫାଇଟର ଏୟାର କ୍ରାଫ୍ଟ ଦୁର୍ଘଟଣା
MiG-21 ଫାଇଟର ଏୟାର କ୍ରାଫ୍ଟ ଦୁର୍ଘଟଣା

ଜୟପୁର: ଭାରରୀୟ ବାୟୁ ସେନାର ଫାଇଟର ଏୟାରକ୍ରାଫ୍ଟ MiG-21 ଦୁର୍ଘଟଣାଗସ୍ତ (MiG-21 crashes in Jaisalmer ) । ରାଜସ୍ଥାନ ଜୟସଲମେରରେ କ୍ରାସ ହୋଇଛି ବାୟୁସେନା (IAF)ର ଫାଇଟର ଏୟାର କ୍ରାଫ୍ଟ MiG-21 । ଏନେଇ ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ବିଟ କରି ସ୍ପଷ୍ଟ କରାଯାଇଛି ।

  • This evening, around 8:30 pm, a MiG-21 aircraft of IAF met with a flying accident in the western sector during a training sortie. Further details are awaited.
    An inquiry is being ordered.

    — Indian Air Force (@IAF_MCC) December 24, 2021 " class="align-text-top noRightClick twitterSection" data=" ">

ଶୁକ୍ରବାର ସନ୍ଧ୍ୟାରେ ରାଜସ୍ଥାନର ଜୟସଲମେର ଜିଲ୍ଲାର ଡିଏମପି ଅଞ୍ଚଳରେ ଫାଇଟର ଏୟାର କ୍ରାଫ୍ଟ ମିଗ ୨୧ କ୍ରାସ ହୋଇଥିବା ସୂଚନା । ସନ୍ଧ୍ୟା ୮.୩୦ ମିନିଟରେ ମିଗ ୨୧ ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଦୁର୍ଘଟଣା ଘଟିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଏହା ସହ ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚିଛି । ପାଇଲଟକୁ ଖୋଜିବା ଜାରି ରହିଛି । ତେବେ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛି ବାୟୁସେନା ।

ତେବେ ଗତ 8 ତାରିଖରେ ସିଡିଏସଙ୍କ ଚପର ତାମିଲନାଡୁର କୁନ୍ନୁରରେ କ୍ରାସ ହୋଇଥିବା ବେଳେ ଦୁର୍ଘଟଣାରେ 14 ଜଣଙ୍କ ପ୍ରାଣହାନୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 24, 2021, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.