ETV Bharat / bharat

କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କଲେ ମେହବୁବା ମୁଫତି - demands talks between india and pakistan

କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କରିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । ଅଧିକ ପଢନ୍ତୁ ....

କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କଲେ ମେହବୁବା ମୁଫତି

author img

By

Published : Feb 20, 2021, 7:59 PM IST

ଶ୍ରୀନଗର: କାଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଦାବି କରିଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି । କାଶ୍ମୀର ପ୍ରସଙ୍ଗରେ ସ୍ଥାୟୀ ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ପୁଣି ଥରେ କଥାବାର୍ତ୍ତା ଆରମ୍ଭ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ଦୁଇଦେଶ ମଧ୍ୟରେ ବିବାଦ କାରଣରୁ କାଶ୍ମୀରର ଲୋକମାନେ ନିଜ ଜୀବନକୁ ବଳିଦାନ ଦେଉଛନ୍ତି। ଶୁକ୍ରବାର ଦିନ ଶ୍ରୀନଗରରେ ଶହୀଦ ହୋଇଥିବା ପୋଲିସ କନଷ୍ଟେବଳଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ସେ ଏପରି ମତାମତ ଦେଇଛନ୍ତି । ସେ କହିଛନ୍ତି ଆଉ କେତେ ଦିନ କାଶ୍ମୀରବାସୀଙ୍କୁ ନିଜ ଜୀବନ ବଳିଦାନ ଦେବାକୁ ପଡିବ ବୋଲି ସେ ପ୍ରଶ୍ନ କରିଛନ୍ତି । କାଶ୍ମୀର ପ୍ରସଙ୍ଗରେ ଦୁଇ ଦେଶ ତାହା ଉପରେ ଦୁଇ ଦେଶ ଆଲୋଚନା ମାଧ୍ୟମେରେ ଶାନ୍ତି ବଜାୟ ରଖିବା ସହ ସମାଧାନ ବାହାର କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.