ଶ୍ରୀନଗର: ଭାରତୀୟ ବାୟୁସେନାର ଫାଇଟର ଫ୍ଲାଇଟ ଚଳାଇବେ ଜମ୍ମୁକାଶ୍ମୀର ଝିଅ ମାୱା ସୁଦାନ । ଜମ୍ମୁକାଶ୍ମୀର ରଜୌରୀ ମାୱା ସୁଦାନ ଭାରତୀୟ ବାୟୁସେନାର ଫାଇଟର ଯୁଦ୍ଧ ଜାହାଜ ଚଳାଇବା ପାଇଁ ମନୋନୀତ ହୋଇଛନ୍ତି ।
ସେ ହେଉଛନ୍ତି ଭାରତ ପାକିସ୍ତାନ ବର୍ଡର ଅଞ୍ଚଳର ନୌସେରା ସେକ୍ଟରର ଲମ୍ବବେରୀ ଗ୍ରାମର। ତାଙ୍କ ଏହି ସଫଳରତାର ଖୁସିବ୍ୟକ୍ତ କିରଛନ୍ତି ମାୱା ସୁଦାନର ପିତା ବିନୋଦ ସୁଦାନ। ସୂଚନାଥାଉକି ଶନିବାର ହାଇଦ୍ରାବାଦ ସ୍ଥିତ ଡିଣ୍ଡିଗୁଲସ୍ଥିତ ସ୍ଥିତ ଏୟାର ଫୋର୍ସ ଏକାଡେମୀରେ ନୂତନ ପାଇଲଟଙ୍କ ପାସିଂ ଆଉଟ ପେରେଡ ଅନୁଷ୍ଟିତ ହୋଇଥିଲା । ବାୟୁସେନାର ସଫଳତାର ସହ ଟ୍ରେନିଂ ଶେଷ କରି ଏହି ପେରେଡରେ ଭାଗନେଇଥିଲେ ଜମ୍ମୁକାଶ୍ମୀର ମାୱା ସୁଦାନ ।