ETV Bharat / bharat

MODI @71: ନରେନ୍ଦ୍ରଙ୍କୁ ନେତାଙ୍କ ଶୁଭେଚ୍ଛା, ଭର୍ଚୁଆଲରେ ଜୀବନୀ ପ୍ରଦର୍ଶିତ କରିବ ବିଜେପି

author img

By

Published : Sep 17, 2021, 9:00 AM IST

Updated : Sep 17, 2021, 9:35 AM IST

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ଦଳୀୟ ନେତା ଏବଂ ରାଜନେତା । ଅଧିକ ପଢନ୍ତୁ...

many politician wishes to PM Narendra Modi on the occasion of his birthday
MODI @71: ଛୁଟୁଛୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: 71 ବର୍ଷରେ ପାଦ ଥାପିଲେ ଭାରତର 14ତମ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦଳୀୟ କର୍ମୀ ତଥା ବହୁ ନେତା ରାଜନେତାଙ୍କ ନିକଟରୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜନେତାମାନେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ମୋଦିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରିଛନ୍ତି । ‘ଆପଣଙ୍କ ମନରେ ଥିବା ସର୍ବଦା ସେବାର ଗାଥାକୁ ନେଇ ରାଷ୍ଟ୍ରସେବା କରିଚାଲନ୍ତୁ’ ବୋଲି ରାଷ୍ଟ୍ରପତି କହିଛନ୍ତି ।

  • भारत के प्रधानमंत्री श्री @narendramodi को जन्मदिन की हार्दिक बधाई और शुभकामनाएं। मेरी शुभेच्‍छा है कि आप स्‍वस्‍थ रहें और दीर्घायु प्राप्‍त कर ‘अहर्निशं सेवामहे’ की अपनी सर्वविदित भावना के साथ राष्‍ट्र सेवा का कार्य करते रहें।

    — President of India (@rashtrapatibhvn) September 17, 2021 " class="align-text-top noRightClick twitterSection" data=" ">

ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ‘ତାଙ୍କର ଅତୁଳନୀୟ ଦୃଷ୍ଟିକୋଣ, ଆଦର୍ଶ ନେତୃତ୍ୱ ଏବଂ ଉତ୍ସର୍ଗୀକୃତ ସେବା ଦେଶର ସର୍ବଦଳୀୟ ଅଭିବୃଦ୍ଧି କରିପାରିଛି । ସେ ଦୀର୍ଘ, ସୁସ୍ଥ ଏବଂ ସୁଖମୟ ଜୀବନ ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ’ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

  • My best wishes to Hon'ble Prime Minister, Shri Narendra Bhai Modi ji on his birthday today. His exceptional vision, exemplary leadership and dedicated service have led to all-round growth of the nation. May he be blessed with a long, healthy and happy life ahead! @narendramodi

    — Vice President of India (@VPSecretariat) September 17, 2021 " class="align-text-top noRightClick twitterSection" data=" ">

ଗୃହ ମନ୍ତ୍ରୀ ଅମିତ ଶାହା ଟ୍ବିଟ କରି କହିଛନ୍ତି ଯେ, ଦେଶର ସର୍ବପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭକାମନା । ଈଶ୍ବରଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି । ମୋଦିଜି କେବଳ ଯେ ଦେଶକୁ ସମୟ ସହ ତାଳ ଦେଇ ଆଗକୁ ବଢିବା ଏବଂ ପରିଶ୍ରମର ପରାକାଷ୍ଠାରେ ପ୍ରତିଜ୍ଞା ପୂରଣ ପାଇଁ ଚିନ୍ତା କରିନାହାନ୍ତି ଏହାକୁ ମଧ୍ୟ ବାସ୍ତବର ଚିତ୍ର ଦେଇଛନ୍ତି ।

  • देश के सर्वप्रिय नेता प्रधानमंत्री @narendramodi जी को जन्मदिन की शुभकामनाएं। ईश्वर से आपके उत्तम स्वास्थ्य व सुदीर्घ जीवन की कामना करता हूँ।

    मोदी जी ने न सिर्फ देश को समय से आगे सोचने और परिश्रम की पराकाष्ठा से संकल्प को सिद्ध करने की सोच दी बल्कि उसको चरितार्थ करके भी दिखाया।

    — Amit Shah (@AmitShah) September 17, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିକାଶ ଏବଂ ଉତ୍ତମ ଶାସନର ଅନେକ ନୂତନ ଅଧ୍ୟାୟ ଲେଖିଛନ୍ତି। ଭାରତକୁ ଏକ ଶକ୍ତିଶାଳୀ, ସମୃଦ୍ଧ ତଥା ଆତ୍ମ ସମ୍ମାନକାରୀ ଦେଶରେ ପରିଣତ କରିବାର ସ୍ୱପ୍ନ ସାକାର ହେଉ, ଏହା ତାଙ୍କ ଜନ୍ମଦିନରେ ଇଚ୍ଛା । ଭଗବାନ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଦେଇ ଆଶୀର୍ବାଦ କରନ୍ତୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

  • अपने अब तक के कार्यकाल में प्रधानमंत्रीजी ने विकास और सुशासन के कई नए अध्याय लिखे हैं। भारत को सशक्त, समृद्ध और स्वाभिमानी देश के रूप में विकसित करने का उनका स्वप्न पूरा हो, उनके जन्मदिन पर यही शुभकामना है। ईश्वर उन्हें उत्तम स्वास्थ्य एवं लम्बी आयु प्रदान करें।

    — Rajnath Singh (@rajnathsingh) September 17, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ମୋର ପ୍ରାର୍ଥନା । ପ୍ରତ୍ୟେକ କ୍ଷେତ୍ରରେ ଚ୍ୟାଲେଞ୍ଜିଙ୍ଗ ସମୟରେ ମା ଭାରତୀ ତାଙ୍କୁ ସଠିକ୍ ମାର୍ଗ ଦେଖାନ୍ତୁ । ଏପରି ଜଣେ ଏକ ନେତାଙ୍କ ତତ୍ତବାବଧାନରେ ମୁଁ କାମକରି ନିଜକୁ ଗର୍ବିତ ମନେକରୁଛି ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ କରି କହିଛନ୍ତି ।

  • Greetings to @PMOIndia @narendramodi on his birthday today. My prayers for his long and healthy life.

    Dedication to Maa Bharati has guided his every step. Very reassuring to have such leadership at such challenging times.

    Honoured to serve under his guidance.

    — Nirmala Sitharaman (@nsitharaman) September 17, 2021 " class="align-text-top noRightClick twitterSection" data=" ">

ପ୍ରତିବଦ୍ଧତା ଏବଂ ଜନକଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଦେଶର ଜଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆପଣଙ୍କ ନେତୃତ୍ୱରେ ଦେଶ କ୍ରମାଗତ ଭାବରେ ଅଗ୍ରଗତି କରୁଛି । ମୁଁ ଆପଣଙ୍କ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଟ୍ବିଟ କରି କହିଛନ୍ତି ।

  • प्रतिबद्धता और शुचिता की प्रतिमूर्ति, व जनकल्याण के लिए अपना जीवन समर्पित करने वाले देश के यशस्वी PM @narendramodi जी को जन्मदिन की हार्दिक शुभकामनाएं।

    आपके नेतृत्व में देश निरंतर प्रगति की ओर अग्रसर है। आपकी दीर्घायु व उत्तम स्वास्थ्य के लिए प्रार्थना करती हूँ। #HappyBdayModiji

    — Smriti Z Irani (@smritiirani) September 17, 2021 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନି ଗଡକରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଅବସରରେ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଗଡକରୀ ଟ୍ବିଟ କରି ଲେଖିଛନ୍ତି ଯେ, 'ଜନ୍ମଦିନରେ ହାର୍ଦ୍ଧିକ ଶୁଭକାମନା ଆଦରଣୀୟ ନରେନ୍ଦ୍ର ଭାଇ । ଅନ୍ୟନ୍ତ ରାଷ୍ଟ୍ର ପ୍ରେମ, କଠୋର ପରିଶ୍ରମର ଯୋଜନା, ନିର୍ଣ୍ଣୟ କରିବାର କ୍ଷମତା ଏବଂ ମା' ଭାରତୀଙ୍କୁ ଉତ୍କୃଷ୍ଠ

ତାରେ ପହଞ୍ଚାଇବା ପାଇଁ ଆପଣ ଯେଉଁ ଆତ୍ମବଳ ଦେଖାଇଛନ୍ତି ତାହା ଅଭୁତପୂର୍ବ । ଆପଣ ସୁସ୍ଥ ଏବଂ ଦୀର୍ଘାୟୁ ହୁଅନ୍ତୁ ଏବଂ ଆପଣଙ୍କ ନେତୃତ୍ବରେ ଆତ୍ମନିର୍ଭର ଭାରତର ସ୍ବପ୍ନ ପୂରଣ ହେଉ ।'

  • जन्मदिन की हार्दिक शुभकामनाएं आदरणीय नरेंद्र भाई। अत्यंतिक राष्ट्र प्रेम, कठोर परिश्रम करने की तैयारी, निर्णय करने की क्षमता और मां भारती को परम वैभव पर पहुंचाने के लिए आपने जो आत्मबल दिखाया वो अभूतपूर्व है। @narendramodi #HappyBdayModiji pic.twitter.com/VKow6ZUII7

    — Nitin Gadkari (@nitin_gadkari) September 17, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2021, 9:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.