ETV Bharat / bharat

ଶ୍ମଶାନ ଘାଟରେ ପରିବର୍ତ୍ତିତ ଗଙ୍ଗାନଦୀ କୂଳ !

author img

By

Published : May 13, 2021, 10:43 AM IST

ଉତ୍ତର ପ୍ରଦେଶର ଗଙ୍ଗାନଦୀ କୂଳରେ ପ୍ରତିଦିନ ଏକାଧିକ ମୃତଦେହ ସତ୍କାର କରାଯାଉଥିବା ଦେଖିବାକୁ ମିଳିଛି । ନଦୀକୂଳ ବର୍ତ୍ତମାନ ସମାଧି ଘାଟ ପାଲଟିଗଲାଣି । ଅଧିକ ପଢନ୍ତୁ...

ଗଙ୍ଗା ନଦୀକୂଳ ସମାଧି ଘାଟରେ ପରିବର୍ତ୍ତିତ
ଗଙ୍ଗା ନଦୀକୂଳ ସମାଧି ଘାଟରେ ପରିବର୍ତ୍ତିତ

ଲକ୍ଷ୍ନୌ: ଦେଶରେ କୋରୋନା ସଂକ୍ରମଣ ସହ ତାଳଦେଇ ବୃଦ୍ଧି ପାଉଛି ମୃତ୍ୟୁ ହାର । ପ୍ରତିଦିନ ହଜାର ହଜାର ବ୍ୟକ୍ତିଙ୍କ କୋରୋନା କବଳରେ ପ୍ରାଣହାନୀ ଘଟୁଛି । ବର୍ତ୍ତମାନ ସଂକ୍ରମଣ ଧିରେ ଧିରେ ଗାଁ ଗହଳିରେ ବ୍ୟାପିବାରେ ଲାଗିଲାଣି ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର ଗଙ୍ଗାନଦୀ କୂଳରେ ଏକାଧିକ ମୃତଦେହ ସତ୍କାର କରାଯାଉଥିବା ଦେଖିବାକୁ ମିଳିଛି ।

ଗଙ୍ଗା ନଦୀକୂଳ ସମାଧି ଘାଟରେ ପରିବର୍ତ୍ତିତ

ସ୍ଥାନାୟ ଲୋକଙ୍କ ସୂଚନା ଅନୁଯାୟୀ ଗତ ଏକ ମାସ ମଧ୍ୟରେ ଏଠାରେ 300 ରୁ ଅଧିକ ମୃତଦେହ ସତ୍କାର କରାଯାଇ ସାରିଲାଣି । ଅଧିକାଂଶ ମୃତଦେହ ଖୋଳାଯାଇ ବାଲିରେ ମଧ୍ୟ ପୋତି ଦିଆଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ଘାଟ କୂଳରେ ସମାଧି ପାଇଁ ଆଉ ଜାଗା ବାକି ନାହିଁ । ଉନ୍ନାଓର ଦୁଇଟି ସ୍ଥାନ ବକ୍ସର ଏବଂ ରୋତାପୁରର ଘାଟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.