ETV Bharat / bharat

ମେ 5ରେ ଶପଥ ନେବେ ମମତା - ମମତା ବାନାର୍ଜୀ

ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଏହାରି ମଧ୍ୟରେ ଖବର ଆସିଛି ଯେ 5 ମେରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ମେ 5ରେ ଶପଥ ନେବେ ମମତା
ମେ 5ରେ ଶପଥ ନେବେ ମମତା
author img

By

Published : May 3, 2021, 5:57 PM IST

କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମିଳିଛି ପ୍ରଚଣ୍ଡ ବହୁମତ । କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଟିଏଏମସି । ତେବେ ଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି । ଏହାରି ମଧ୍ୟରେ ଖବର ଆସିଛି ଯେ 5 ମେରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମେ 5ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ମମତା ବାନାର୍ଜୀ । ଏହାପର ଦିନ ଅନ୍ୟ ବିଧାୟକମାନେ ଶପଥ ଗ୍ରହଣ କରିବେ । ତେବେ ମନ୍ତ୍ରୀମଣ୍ଡଳକୁ ନେଇ କଣ ରଣନୀତି ପ୍ରସ୍ତୁତ କରାଯାଇଛି ତାହା ଜଣାପଡିନାହିଁ ।

ରବିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ତେବେ ରାଜ୍ୟରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଫେରିଥିବାବେଳେ ନନ୍ଦିଗ୍ରାମ ଆସନରୁ ହାରିଯାଇଥିଲେ ଦଳର ମୁଖିଆ ମମତା ବାନାର୍ଜୀ । 1765 ଆସନରେ ମମତାଙ୍କୁ ହରାଇଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.