ETV Bharat / bharat

ପ୍ରତୀକ୍ଷାର ଘଟିଲା ଅନ୍ତ: ଖୋଲିଲା ଐତିହାସିକ ୟାଦଗିରିଗୁଟ୍ଟା ମନ୍ଦିର, କେସିଆର କଲେ ଉଦ୍‌ଘାଟନ - ୟାଦଗିରିଗୁଟ୍ଟା ମନ୍ଦିର ଖୋଲିବା ଖବର

ମହାକୁମ୍ଭ ଯଜ୍ଞ ସମାପନ ପରେ ଆଜି ଐତିହାସିକ ୟାଦଗିରିଗୁଟ୍ଟା ମନ୍ଦିର ଖୋଲିଛି । ତେବେ ଆଜି(ସୋମବାର) ମନ୍ଦିର ଖୋଲିବା ପରେ ତେଲେଙ୍ଗାନା ମୁଖ୍ଯମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଓ ତାଙ୍କ ଧର୍ମପତ୍ନୀ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ କେସିଆର ପ୍ରଭୁ ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀଙ୍କୁ ପ୍ରଥମ ପୂଜା କରିଥିଲେ । ଅଧିକ ପଢନ୍ତୁ

ଖୋଲିଲା ଐତିହାସିକ ୟାଦଗିରିଗୁଟ୍ଟା ମନ୍ଦିର, ପ୍ରଥମ ପୂଜା କେଲ ମୁଖ୍ୟମନ୍ତ୍ରୀ କେସିଆର

author img

By

Published : Mar 28, 2022, 9:17 PM IST

ହାଇଦ୍ରାବାଦ: ମହାକୁମ୍ଭ ଯଜ୍ଞ ସମାପନ ପରେ ଆଜି ଐତିହାସିକ ୟାଦଗିରିଗୁଟ୍ଟା ମନ୍ଦିର ଖୋଲିଛି । ତେବେ ଆଜି(ସୋମବାର) ମନ୍ଦିର ଖୋଲିବା ପରେ ତେଲେଙ୍ଗାନା ମୁଖ୍ଯମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ ଓ ତାଙ୍କ ଧର୍ମପତ୍ନୀ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ଏଥିସହ ମୁଖ୍ୟମନ୍ତ୍ରୀ କେସିଆର ପ୍ରଭୁ ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀଙ୍କୁ ପ୍ରଥମ ପୂଜା କରିଥିଲେ ।

ଖୋଲିଲା ଐତିହାସିକ ୟାଦଗିରିଗୁଟ୍ଟା ମନ୍ଦିର, ପ୍ରଥମ ପୂଜା କେଲ ମୁଖ୍ୟମନ୍ତ୍ରୀ କେସିଆର
ଖୋଲିଲା ଐତିହାସିକ ୟାଦଗିରିଗୁଟ୍ଟା ମନ୍ଦିର, ପ୍ରଥମ ପୂଜା କେଲ ମୁଖ୍ୟମନ୍ତ୍ରୀ କେସିଆର

ସେହିପରି ଏହା ପରେ ସାଧାରଣ ଭକ୍ତ ଭଗବାନ ନରସିଂହଙ୍କୁ ଦର୍ଶନ କରିଥିଲେ । ତେବେ ଭଗବାନ ବିଷ୍ଣୁଙ୍କ ନୀତି ଓ ପରମ୍ପରା ଅନୁଯାୟୀ ଆଜି ୟାଦ୍ରି ମନ୍ଦିର ଆଜି ଖୋଲିବା ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିଲା । ଏଥିସହ ପଞ୍ଚକୁଣ୍ଡମାକମା ମହାକୁମ୍ଭ ଯଜ୍ଞ କାର୍ଯ୍ୟକ୍ରମ ୭ ଦିନ ଧରି ପରେ ଆଜି ଶେଷ ହୋଇଛି ।

ସେହିଭଳି ପଞ୍ଚାରାଥ ଆଗାମା ଶାସ୍ତ୍ରୀ ଅନୁଯାୟୀ ଏହା ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିଲା । ତେବେ ଏହି ମହାକୁମ୍ଭରେ ବିଭିନ୍ନ ବେଦ, ଶାସ୍ତ୍ର ଓ ମନ୍ତ୍ର ପାଠ କରାଯାଇଥାଏ । ଏପଟେ ଆଜିର ଏହି ମହାପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେସିଆର ଓ ତାଙ୍କ ପରିବାର ସଦସ୍ୟ ସକାଳ ୯ଟା ବେଳେ ପହଞ୍ଚିବା ସହ ପୂଜା କରିଥିଲେ ।

ଅନ୍ୟପଟେ ମନ୍ଦିର ନବୀକରଣରେ କାମ ପାଇଁ କଠିନ ପରିଶ୍ରମ କରିଥିବା ସମସ୍ତଙ୍କୁ ତେଲେଙ୍ଗାନା ସରକାର ସମ୍ମାନିତ କରିଛନ୍ତି । ଏଥିସହ ମନ୍ଦିର ଇଓ ଗୀତା, YADA ଉପାଧ୍ୟକ୍ଷ କିଷାନ ରାଓ, ସ୍ଥପତି ଆନନ୍ଦ ସାଇ, ସୁନ୍ଦରରାଜ ଏବଂ ଅବଶିଷ୍ଟ ଯେଉଁମାନେ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ କରିଥିଲେ । ଏମାନଙ୍କୁ ମୁଖ୍ୟମନ୍ତ୍ରୀ କେସିଆର ଏବଂ ମନ୍ତ୍ରୀମାନେ ସମ୍ମାନିତ କରି ଧନ୍ୟବାଦ ଦେଇଥିଲେ । ଏହାପରେ ମନ୍ଦିରକୁ ଏକ ଐତିହାସିକ ମନ୍ଦିରରେ ପରିଣତ କରିବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ମଧ୍ୟ ସମ୍ନାନିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.