ପୋର୍ଟ ବ୍ଲେୟାର: ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ । ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ ଦିଗଲିପୁରଠାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.1 ମ୍ୟାଗ୍ନିଟ୍ୟୁଡ ରେକର୍ଡ କରାଯାଇଛି । ତେବେ ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ପୁଣି ଥରେ ଆଣ୍ଡାମାନ ନିକୋବରକୁ ଭୂକମ୍ପ ଝଟକା, ତୀବ୍ରତା 4.1 - Magnitude 4.1 earthquake hits Diglipur
ଆଣ୍ଡାମାନ ନିକୋବାର ଦ୍ବୀପପୁଞ୍ଜ ଦିଗଲିପୁରଠାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.1 ମ୍ୟାଗ୍ନିଟ୍ୟୁଡ ରେକର୍ଡ କରାଯାଇଛି ।
![ପୁଣି ଥରେ ଆଣ୍ଡାମାନ ନିକୋବରକୁ ଭୂକମ୍ପ ଝଟକା, ତୀବ୍ରତା 4.1 ପୁଣି ଥରେ ଆଣ୍ଡାମାନ ନିକୋବରକୁ ଭୂକମ୍ପ ଝଟକା, ତୀବ୍ରତା 4.1 ରେକର୍ଡ](https://etvbharatimages.akamaized.net/etvbharat/prod-images/768-512-10019269-thumbnail-3x2-quake.jpg?imwidth=3840)
ପୁଣି ଥରେ ଆଣ୍ଡାମାନ ନିକୋବରକୁ ଭୂକମ୍ପ ଝଟକା, ତୀବ୍ରତା 4.1 ରେକର୍ଡ