ETV Bharat / bharat

ହରିୟାଣାରେ ଜୁନ୍ 7 ପର୍ଯ୍ୟନ୍ତ ବଢିଲା ଲକଡାଉନ - ମନୋହର ଲାଲ ଖଟର

ହରିୟାଣାରେ ଜୁନ୍ 7 ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ହରିୟାଣା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ହରିୟାଣାରେ ଜୁନ୍ 7 ପର୍ଯ୍ୟନ୍ତ ବଢିଲା ଲକଡାଉନ
ହରିୟାଣାରେ ଜୁନ୍ 7 ପର୍ଯ୍ୟନ୍ତ ବଢିଲା ଲକଡାଉନ
author img

By

Published : May 30, 2021, 11:50 AM IST

ଚଣ୍ଡିଗଡ: ହରିୟାଣାରେ ଆଉ ଏକ ସପ୍ତାହ ପାଇଁ ବଢିଲା ଲକଡାଉନ ଅବଧି । ଜୁନ୍ 7 ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ନୂଆ ନିର୍ଦ୍ଦେଶାବଳୀ ଅନୁଯାଇ ରାଜ୍ୟରେ ଦୋକାନ ଗୁଡିକ ବର୍ତ୍ତମାନ ସକାଳ 9ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଅଡ ଇଭେନ ଫରମୁଲାରେ ଦୋକାନ ଗୁଡିକ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜୱନ୍ 15 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାତି 10ଟାରୁ ସକାଳ 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରାଜ୍ୟରେ ଜାରି ରହିବ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.