ETV Bharat / bharat

ବିହାରରେ 25 ଯାଏଁ ବଢିଲା ଲକଡାଉନ ଅବଧି

author img

By

Published : May 13, 2021, 4:36 PM IST

କୋରୋନା ସଂକ୍ରମଣକୁ ଦୃଷ୍ଟିର ରଖି ବିହାରରେ ଲକଡାଉନ ଅବଧିକୁ ଆଉ 10 ଦିନ ବୃଦ୍ଧି କରିଛନ୍ତି ବିହାର ସରକାର । ଅଧିକ ପଢନ୍ତୁ...

25 ଯାଏ ବଢିଲା ବିହାରରେ ଲକଡାଉନ
25 ଯାଏ ବଢିଲା ବିହାରରେ ଲକଡାଉନ

ପାଟନା: କୋରୋନା ସଂକ୍ରମଣକୁ ଦୃଷ୍ଟିର ରଖି ବିହାରରେ ଲକ ଡାଉନ ଅବଧିକୁ ବୃଦ୍ଧି କରାଯାଇଛି । 15 ମେ‘ରେ ଶେଷ ହେବାକୁ ଥିବା ଲକଡାଉନକୁ ଆଗାମୀ 10 ଦିନ ପର୍ଯ୍ୟନ୍ତ ଅର୍ଥାତ ମେ 25ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବିହାର ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • आज सहयोगी मंत्रीगण एवं पदाधिकारियों के साथ बिहार में लागू लॉकडाउन की स्थिति की समीक्षा की गयी। लॉकडाउन का सकारात्मक प्रभाव दिख रहा है। अतः बिहार में अगले 10 दिनों अर्थात 16 से 25 मई, 2021 तक लॉकडाउन को विस्तारित करने का निर्णय लिया गया है।

    — Nitish Kumar (@NitishKumar) May 13, 2021 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ସହ ହୋଇଥିବା ଆଲୋଚନା ପରେ ଏପରି ନିର୍ଣ୍ଣୟ ନେଇଛି ରାଜ୍ୟ ସରକାର । ପୂର୍ବରୁ ଜାରି ହୋଇଥିବା ଲକଡାଉନ କୋରନା ସଂକ୍ରମଣ ଚେନ ଭାଙ୍ଗିବାରେ ପ୍ରଭାବଶାଳୀ ହେଉଛି । ତେଣୁ ରାଜ୍ୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଆଉ କିଛି ଦିନ ଲକଡାଉନକୁ ବୃଦ୍ଧି କରାଯିବାର ଆବଶ୍ୟକାତା ଥିଲା । ଲକଡାଉନକୁ ଆଉ 10 ଦିନ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ପଷ୍ଟ କରିଛନ୍ତି ।

ବିହାରରେ ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ପର୍ଯ୍ୟାୟରେ ମେ 5 ରୁ 15 ଯାଏଁ ଲକଡାଉନ ଘୋଷଣା କରାଯାଇଥିଲା । ପରେ ଏହାକୁ ଆଜି( ଗୁରୁବାର) 25 ତାରିଖକୁ ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.