ETV Bharat / bharat

କଂଗ୍ରେସ ନେତ୍ରୀ ଇନ୍ଦିରା ହୃଦୟେଶଙ୍କ ହୃଦଘାତରେ ପରଲୋକ - ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ

ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ ତଥା ବିରୋଧୀ ଦଳର ନେତ୍ରୀ (LoP) ଇନ୍ଦିରା ହୃଦୟେଶଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

ଇନ୍ଦିରା ହୃଦୟେଶ
ଇନ୍ଦିରା ହୃଦୟେଶ
author img

By

Published : Jun 13, 2021, 1:06 PM IST

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର କଂଗ୍ରେସ ନେତ୍ରୀ ତଥା ବିରୋଧୀ ଦଳର ନେତ୍ରୀ (LoP) ଇନ୍ଦିରା ହୃଦୟେଶଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀର ଉତ୍ତରାଖଣ୍ଡ ସଦନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି।

ଏକ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଥିଲେ ଇନ୍ଦିରା । ସେଠାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ କଂଗ୍ରେସ ନେତ୍ରୀ । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ଦଳର ରାଜ୍ୟ ସଭାପତି ଦେବେନ୍ଦ୍ର ଯାଦବ ଏହି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.