ETV Bharat / bharat

ହାର ମାନିବେନି ପ୍ରିୟଙ୍କା: ରାହୁଲ ଗାନ୍ଧୀ - ପ୍ରିୟଙ୍କା ଗାନ୍ଧୀ

ଲଖୀମପୁର ଘଟଣାରେ ମୃତକଙ୍କ ପରିବାରକୁ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଯିବାବେଳେ ତାଙ୍କୁ ପୋଲିସ ଅଟକ ରଖିଥିଲା। ଘଟଣାରେ କଂଗ୍ରେସ ନେତା ରାହୁଲ ତଥା ପ୍ରିୟଙ୍କାଙ୍କ ଭାଇ ତାଙ୍କ ସାହସ ବଢାଇଥିଲେ । ଆଜି ତାଙ୍କୁ ଜଣେ ସଚା କଂଗ୍ରେସ ନେତ୍ରୀ ଭାବରେ ସମ୍ବୋଧନ କରିଛନ୍ତି । ଅଧିକ ପଢନ୍ତୁ...

ପ୍ରିୟଙ୍କା ଜଣେ ସଚା କଂଗ୍ରେସ: ରାହୁଲ
ପ୍ରିୟଙ୍କା ଜଣେ ସଚା କଂଗ୍ରେସ: ରାହୁଲ
author img

By

Published : Oct 5, 2021, 2:19 PM IST

ନୂଆଦିଲ୍ଲୀ: ଲଖୀମପୁର ଘଟଣାରେ ସରଗରମ ରହିଛି ରାଜନୀତି। ଗତକାଲି(ସୋମବାର) ମୃତକଙ୍କ ପରିବାରକୁ କଂଗ୍ରେସ ଅଧ୍ୟକ୍ଷା ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଯିବାବେଳେ ତାଙ୍କୁ ପୋଲିସ ଅଟକ ରଖିଥିଲା। ଘଟଣାରେ କଂଗ୍ରେସ ନେତା ରାହୁଲ ତଥା ପ୍ରିୟଙ୍କାଙ୍କ ଭାଇ ତାଙ୍କ ସାହାସ ବଢାଇଥିଲେ । ଆଜି ତାଙ୍କୁ ଜଣେ ସଚ୍ଚା କଂଗ୍ରେସ ନେତ୍ରୀ ଭାବରେ ସମ୍ବୋଧନ କରିଛନ୍ତି ।

  • जिसे हिरासत में रखा है, वो डरती नहीं है- सच्ची कांग्रेसी है, हार नहीं मानेगी!

    सत्याग्रह रुकेगा नहीं।#FarmersProtest

    — Rahul Gandhi (@RahulGandhi) October 5, 2021 " class="align-text-top noRightClick twitterSection" data=" ">

ଟ୍ବିଟ କରି ରାହୁଲ କହିଛନ୍ତି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ପ୍ରମାଣ କରିଛନ୍ତି ଯେ ସେ ଜଣେ ସଚ୍ଚା କଂଗ୍ରେସ ନେତ୍ରୀ । ଖେରୀ ହିଂସାରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ପ୍ରିୟଙ୍କା ଆଗକୁ ବାହାରିଛନ୍ତି ପ୍ରିୟଙ୍କା । ଯାହାକୁ ଅଟକ ରଖିଛ ସେ କେବେ ସେ ପଛକୁ ଫେରିବେ ନାହିଁ କାରଣ ସେ ଜଣେ ସଚ୍ଚା କଂଗ୍ରେସ ବୋଲି କହିଛନ୍ତି ରାହୁଲ । ସେ ଆହୁରି କହିଛନ୍ତି ସତ୍ୟାଗ୍ରହ କେବେ ବି ବନ୍ଦ ହେବନାହିଁ ।

ପ୍ରକାଶ ଥାଉ କି, ଗତକାଲିଠୁ ବିନା ମାମଲାରେ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା ପୋଲିସ । ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ କରିଛନ୍ତି । ସେ ଲେଖିଛନ୍ତି ଯେ, ବିନା FIRରେ ଆପଣଙ୍କ ସରକାର ମୋତେ ୨୮ ଘଣ୍ଟା ହେବ ଗୃହବନ୍ଦୀ କରି ରଖିଛନ୍ତି । କିନ୍ତୁ ଯେଉଁ ମାନେ ଚାଷୀଙ୍କ ହତ୍ୟାକାରୀ ତାଙ୍କୁ କାହିଁକି ଗିରଫ କରାଯାଇ ନାହିଁ ।

ଏହା ସହିତ ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ପ୍ରିୟଙ୍କା । ଯେଉଁଥିରେ କି ଚାଷୀମାନେ ଆନ୍ଦୋଳନ କରୁଥିବା ସମୟରେ କିଭଳି ଚାଷୀଙ୍କୁ ହତ୍ୟା କରାଯାଇଥିଲା ତାହା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.