ETV Bharat / bharat

khargone Violence: କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ଶିବରାଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !

author img

By

Published : Apr 12, 2022, 9:40 PM IST

ମଧ୍ୟପ୍ରଦେଶର ଖାରଗୋନରେ ରାମନବମୀ ଶୋଭାଯାତ୍ରାରେ ପଥରମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି 95 ଅଭିଯୁକ୍ତ । ଆପତ୍ତିଜନକ ଟ୍ବିଟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Khargoan Violence: କାର୍ଯ୍ୟାନୁଷ୍ଠାନ ସମୀକ୍ଷା କଲେ ଶିବରାଜ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ !

ଭୋପାଳ: ମଧ୍ୟପ୍ରଦେଶର ଖାରଗୋନରେ ରାମନବମୀ ଅବସରରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ନେଇ ଆଜି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଧ୍ୟକ୍ଷତା କରିଥିବାବେଳେ ଘଟଣା ପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଧିକାରୀଙ୍କ ଠାରୁ ଅବଗତ ହୋଇଛନ୍ତି ।

ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ 95 ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି । ତେବେ ଘଟଣାକୁ ନେଇ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ କରିଥିବା ଟ୍ବିଟକୁ ନେଇ ଆପତ୍ତି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଜଣେ ହିନ୍ଦୁ ଯୁବକ ଏକ ଧାର୍ମିକସ୍ଥଳୀରେ ପତାକା ଉଡାଉଥିବାର ଏକ ଭିଡିଓ ଟ୍ବିଟ କରିଥିଲେ ଦିଗବିଜୟ ସିଂ । ଯାହାକୁ ନେଇ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ ଦିଗବିଜୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପରୋକ୍ଷ ଆଭାସ ଦେଇଛନ୍ତି ।

  • मुख्यमंत्री श्री @ChouhanShivraj ने कहा कि यह प्रदेश में धार्मिक उन्माद फैलाने का षड्यंत्र है। प्रदेश को दंगों की आग में झोंकने की साजिश है। प्रदेश में यदि कोई दंगा फैलाने की साजिश करेगा तो ,वह कोई भी हो, मैं बर्दाश्त नहीं करूंगा।

    — Office of Shivraj (@OfficeofSSC) April 12, 2022 " class="align-text-top noRightClick twitterSection" data=" ">

କେବଳ ଦିଗବିଜୟ ନୁହନ୍ତି ପ୍ରଦେଶର ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗୃହମନ୍ତ୍ରୀ ମିଶ୍ରା । ଶୋଭାଯାତ୍ରାରେ ହୋଇଥିବା ପଥରମାଡ ସମ୍ପର୍କରେ କମଲନାଥ ବର୍ତ୍ତମାନ ସୁଦ୍ଧା ଗୋଟିଏ ଶବ୍ଦ କହି ନାହାନ୍ତି, ବରଂ କଂଗ୍ରେସର ଏକାଧିକ ନେତା ଦବଙ୍ଗଗିରି ପ୍ରଦର୍ଶନ କରିଥିବା ପକ୍ଷଙ୍କ ପାଇଁ ଓକିଲାତି କରିବାରେ ଲାଗିଛନ୍ତି ବୋଲି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି । ବୁଲଡୋଜର ଚଢାଯିବା ପ୍ରଶ୍ନରେ ଉତ୍ତର ଦେଇ ମିଶ୍ରା କହିଛନ୍ତି, ଭିଡିଓରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ଯେ କେଉଁମାନେ ଏପରି ଘଟଣାକୁ ରୂପ ଦେଇଛନ୍ତି ।

  • .@digvijaya_28 जी भ्रम फैलाकर सांप्रदायिक तनाव को हवा देना चाहते हैं। अपने #SocialMedia अकाउंट पर मस्जिद में झंडा फहराने की जो तस्वीर उन्होंने पोस्ट की है, वो #MadhyaPradesh की नहीं है।

    इस विषय में वैधानिक कार्रवाई को लेकर विशेषज्ञों से राय ली जा रही है। pic.twitter.com/RJofmga8Jh

    — Dr Narottam Mishra (@drnarottammisra) April 12, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.