ETV Bharat / bharat

ମେ 8ରୁ 16 ଯାଏଁ କେରଳ ଲକଡାଉନ

author img

By

Published : May 6, 2021, 12:45 PM IST

କେରଳରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ମେ 8ରୁ 16 ମେ ପର୍ଯ୍ୟନ୍ତ ଲକଡାଉନ ଘୋଷଣା । ଅଧିକ ପଢନ୍ତୁ...

ମେ 8ରୁ 16 ଯାଏଁ କେରଳ ଲକଡାଉନ
ମେ 8ରୁ 16 ଯାଏଁ କେରଳ ଲକଡାଉନ

ଥିରୁଅନନ୍ତପୁରମ: କେରଳରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି କେରଳ ସରକାର ଆଜି ଲକଡାଉନ ଘୋଷଣା କରିଛନ୍ତି । ଆସନ୍ତା ମେ 8ରୁ 16 ମେ ପର୍ଯ୍ୟନ୍ତ ରାଜ୍ୟ ଲକଡାଉନ ରହିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ବୁଧବାର ଦିନ କେରଳରେ ସର୍ବାଧିକ 41, 953 କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ଯେଉଁ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି ସେହି ରାଜ୍ୟରେ ଲକଡାଉନ ଓ ସଂକ୍ରମଣ ରୋକିବାକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.