ETV Bharat / bharat

କୋରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କୁ 'ଭାରତ ରତ୍ନ' ଦିଆଯାଉ: କେଜ୍ରିଓ୍ବାଲ - କୋରୋନାରେ ପ୍ରାଣ ହରାଇଥିବା ଡାକ୍ତର

କୋରୋନା ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଭାରତୀୟ ଡାକ୍ତର ତଥା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ 'ଭାରତ ରତ୍ନ' ଦିଆଯାଉ । ଦାବି ପ୍ରକାଶ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

କୋରୋନାରେ ପ୍ରାଣ ହରାଇଥିବା  ଡାକ୍ତରଙ୍କୁ  'ଭାରତ ରତ୍ନ' ଦିଆଯାଉ: କେଜ୍ରିଓ୍ବାଲ

author img

By

Published : Jul 4, 2021, 2:06 PM IST

ନୂଆଦିଲ୍ଲୀ: କୋରୋନା ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଭାରତୀୟ ଡାକ୍ତର ତଥା ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ 'ଭାରତ ରତ୍ନ' ଦିଆଯାଉ । ଏନେଇ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ଟ୍ବିଟ କରି କେଜ୍ରିଓ୍ବାଲ କହିଛନ୍ତି ଯେ ଫ୍ରଣ୍ଟଲାଇନ ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଡାକ୍ତରଙ୍କ ପାଇଁ 'ଭାରତ ରତ୍ନ' ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।

  • इस वर्ष “भारतीय डॉक्टर” को भारत रत्न मिलना चाहिए। “भारतीय डॉक्टर” मतलब सभी डॉक्टर, नर्स और पैरामेडिक

    शहीद हुए डाक्टर्ज़ को ये सच्ची श्रद्धांजली होगी। अपनी जान और परिवार की चिंता किए बिना सेवा करने वालों का ये सम्मान होगा।

    पूरा देश इस से खुश होगा

    — Arvind Kejriwal (@ArvindKejriwal) July 4, 2021 " class="align-text-top noRightClick twitterSection" data=" ">

ଚଳିତ ବର୍ଷ ଭାରତୀୟ ଡାକ୍ତର 'ଭାରତ ରତ୍ନ' ପାଇବା ଉଚିତ୍ । ଭାରତର ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉ । ଶହୀଦ ଡାକ୍ତରଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଯେଉଁମାନେ ସେମାନଙ୍କ ଜୀବନ ବିଷୟରେ ଚିନ୍ତା ନକରି ନିରନ୍ତର ସେବା ଯୋଗାଉଥିଲେ ଏହା ସେମାନଙ୍କ ପାଇଁ ସମ୍ମାନ ହେବ । ଏଥିରେ ସମଗ୍ର ଦେଶ ଖୁସି ହେବ ବୋଲି କେଜ୍ରିଓ୍ବାଲ କହିଛନ୍ତି।

କୋରୋନାର ଦ୍ବିତୀୟ ଲହରରେ ଦେଶରେ 798 ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ମେଡିକାଲ ଆସୋସିଏସନ ଜୁନ୍ 30ରେ କହିଥିଲା । 798 ଡାକ୍ତରଙ୍କ ମଧ୍ୟରୁ ଦିଲ୍ଲୀର ସର୍ବାଧିକ 128 ଜଣ ଡାକ୍ତର ପ୍ରାଣ ହରାଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.