ETV Bharat / bharat

କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କୋରୋନା - କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କୋରୋନା

କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର(Karnataka Health Minister K Sudhakar) କୋରୋନା ସଂକ୍ରମିତ । ଅଧିକ ପଢନ୍ତୁ

କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କୋରୋନା
କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କୋରୋନା
author img

By

Published : Jun 3, 2022, 10:38 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ କେ.ସୁଧାକର(Karnataka Health Minister K Sudhakar) କୋରୋନା ସଂକ୍ରମିତ । ତାଙ୍କ ନମୂନା ପରୀକ୍ଷାରୁ ସେ ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି । ଏନେଇ ସେ ନିଜେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । କେ.ସୁଧାକର କହଛନ୍ତି, ତାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ସେ ପରୀକ୍ଷା କରାଇଥିଲେ । ତେବେ ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ ଏବେ ଗୃହ ସଙ୍ଗରୋଧରେ ରହିଛନ୍ତି ।

  • I have tested positive for COVID-19, after being uninfected through 3 waves of the pandemic.

    I have moderate symptoms and will home-isolate myself and follow all protocols.

    Grateful that I am fully vaccinated. 🙏

    — Dr Sudhakar K (@mla_sudhakar) June 2, 2022 " class="align-text-top noRightClick twitterSection" data=" ">

ସଙ୍ଗରୋଧରେ ରହି ସମସ୍ତ ନୀତି ନିୟମ ପାଳନ କରୁଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ପରୀକ୍ଷା କରାଇବାକୁ ଅନୁରୋଧ କରିଛନ୍ତି । କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ 297 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବେଙ୍ଗାଲୁରୁ କେବଳ 276 ସଂକ୍ରମିତ ଦିନକରେ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.