ETV Bharat / bharat

ବହୁଭାଷୀ ଖବର ପ୍ରସାରଣ ଓ ଶୀଘ୍ର ଉପଲବ୍ଧତା ETV Bharatକୁ କରିଛି ଲୋକାଦୃତ: Karnataka CM - କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାଶବରାଜ ବୋମାଇ

ETV Bharat Karnataka ବ୍ୟୁରୋ କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ । କହିଲେ ବହୁଭାଷୀ ଖବର ପ୍ରସାରଣ ଓ ଶୀଘ୍ର ଉପଲବ୍ଧତା ETV Bharatକୁ କରିଛି ଲୋକାଦୃତ । ଅଧିକ ପଢନ୍ତୁ

ବହୁଭାଷୀ ଖବର ପ୍ରସାରଣ ଓ ଶୀଘ୍ର ଉପଲବ୍ଧତା ETV Bharatକୁ କରିଛି ଲୋକାଦୃତ: karnatak CM

author img

By

Published : Nov 25, 2021, 8:36 PM IST

ବେଙ୍ଗାଲୁରୁ: ETV Bharat ଡିଜିଟାଲ ମିଡିଆ ପ୍ଲାଟଫର୍ମକୁ ପ୍ରଶଂସା କରିବା ସହ ଭାରତରେ ଗଣମାଧ୍ୟମ କ୍ଷେତ୍ରରେ ଏହା ଏକ ବଡ ପରିବର୍ତ୍ତନ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମାଇ । ଆଜି (ଗୁରୁବାର) ବେଙ୍ଗାଲୁରୁରେ ଥିବା ‘ETV Bharat karnataka’ର ବ୍ୟୁରୋ କାର୍ଯ୍ୟାଳୟ ପରିଦର୍ଶନ କରିବା ଅବସରରେ ଏପରି ମନ୍ତବ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ ।

ବହୁଭାଷୀ ଖବର ପ୍ରସାରଣ ଓ ଶୀଘ୍ର ଉପଲବ୍ଧତା ETV Bharatକୁ କରିଛି ଲୋକାଦୃତ: karnatak CM

ମୁଖ୍ୟମନ୍ତ୍ରୀ ବୋମାଇ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟାଳୟ ପରିସର ବୁଲି ଦେଖିଥିଲେ । ପରେ ଇଟିଭି ଭାରତ କର୍ଣ୍ଣାଟକର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ଇଟିଭି ଭାରତର ପ୍ରତିଷ୍ଠାତା ରାମୋଜୀ ରାଓ ଦେଶର ଗଣମାଧ୍ୟମ ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆଣିବା ସହ ନୂଆ ଧାରା ସୃଷ୍ଟି କରିଛନ୍ତି । ରାମୋଜୀ ରାଓଙ୍କ ନେତୃତ୍ୱରେ 'ଇଟିଭି ଭାରତ' ଡିଜିଟାଲ୍ ମିଡିଆ ଦେଶର ଗଣମାଧ୍ୟମରେ ଏକ ଭିନ୍ନ ସ୍ଥାନ ଅଧିକାର କରିଛି ।

ଏହି ପ୍ରକାର ଡିଜିଟାଲ ମିଡିଆ ମୋବାଇଲ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ସହଜରେ ଉପଲବ୍ଧ ହେବା ଓ ଗୋଟିଏ ଜାତୀୟ ଡିଜିଟାଲ ମିଡିଆରେ ସମସ୍ତ ଆଞ୍ଚଳିକ ଭାଷାରେ ଖବର ପ୍ରସାରଣ ପାଇଁ ଲୋକଙ୍କ ଆଦୃତି ପାଇଛି । ସେହିପରି କର୍ଣ୍ଣାଟକରେ ମଧ୍ୟ ଇଟିଭି ଭାରତ ଲୋକାଦୃତ ହେବା ସହ ଭଲ ସ୍ଥିତିରେ ରହିଛି । ଆଗାମୀ ଦିନରେ ଏହି ପ୍ରକାର ଗଣମାଧ୍ୟମ ପାଇଁ ଅନେକ ସମ୍ଭାବନା ଓ ଉଜ୍ବଳ ଭବିଷ୍ୟତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.