ETV Bharat / bharat

COVID ସଂକ୍ରମିତ ହେଲେ Kamal Haasan, ହସ୍ସିଟାଲରେ ଭର୍ତ୍ତି

ଅଭିନେତା କମଲ ହାସନ (Kamal Haasan) କୋଭିଡ ସଂକ୍ରମିତ (Covid positive) । ଚେନ୍ନାଇର ଏକ ଡାକ୍ତରଖାନରେ ଭର୍ତ୍ତି । ସଂକ୍ରମିତ ହୋଇଥିବା ନେଇ ନିଜେ ସୂଚନା ଦେବା ସହ ସତର୍କ ରହିବାକୁ ପ୍ରଶଂସକଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ

author img

By

Published : Nov 22, 2021, 5:23 PM IST

ଅଭିନେତା Kamal Haasan COVID ସଂକ୍ରମିତ, ହସ୍ସିଟାଲରେ ଭର୍ତ୍ତି

ଚେନ୍ନାଇ: ଅଭିନେତା ତଥା ରାଜନେତା କମଲ ହାସନ (Kamal Haasan) COVIDରେ ସଂକ୍ରମିତ ହୋଇଛନ୍ତି । ଆଜି ତାଙ୍କ ନମୂନା ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଛି । କୋଭିଡରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ବିଟରରେ ସୂଚନା ଦେବା ସହ ତାଙ୍କ ପ୍ରଶଂସକ ଓ ଅନୁଗାମୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

  • அமெரிக்கப் பயணம் முடிந்து திரும்பிய பின் லேசான இருமல் இருந்தது. பரிசோதனை செய்ததில் கோவிட் தொற்று உறுதியானது. மருத்துவமனையில் தனிமைப்படுத்திக் கொண்டுள்ளேன். இன்னமும் நோய்ப்பரவல் நீங்கவில்லையென்பதை உணர்ந்து அனைவரும் பாதுகாப்பாக இருங்கள்.

    — Kamal Haasan (@ikamalhaasan) November 22, 2021 " class="align-text-top noRightClick twitterSection" data=" ">

ମହାମାରୀ 'ଦୂର ହୋଇନାହିଁ' ତେଣୁ ଆମକୁ ସତ ରହିବାକୁ ପଡିବ ବୋଲି ନିଜ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି କମଲ ହାସନ ।

୬୭ ବର୍ଷୀୟ କମଲ ହାସନ ନିକଟରେ ‘Kamal's House of Khaddar’ ନାମକ ଏକ ପୋଷାକ ବ୍ରାଣ୍ଡର ଲଞ୍ଚିଂ ପାଇଁ ଆମେରିକା ଯାଇ ଫେରିଥିଲେ । ତେବେ ଫେରିବା ପରେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ସେ ଡାକ୍ତରୀ ପରାମର୍ଶ ନେଇଥିଲେ । ଆଜି ତାଙ୍କ ନମୂନା ପଜିଟିଭି ଆସିବା ପରେ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.