ETV Bharat / bharat

ବିଧାନସଭା ନିର୍ବାଚନ; ତାମିଲନାଡୁରେ ଜେପି ନଡ୍ଡା - ନିର୍ବାଚନୀ ରାଲି

ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଜେପି ନଡ୍ଡା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀଙ୍କ ଆଶା ବଢାଇବା ପାଇଁ ତାମିଲନାଡୁରେ ସାଧାରଣ ସଭାକୁ ସମ୍ବୋଧନ କରିବା ସହିତ ରୋଡ ଶୋ କରିଛନ୍ତି । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
author img

By

Published : Mar 26, 2021, 1:05 PM IST

ଚେନ୍ନାଇ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ସବୁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଆଜି ବିଜେପି ସଭାପତି ଜେ.ପି ନଡ୍ଡା ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଆଶା ବଢାଇବା ପାଇଁ ତାମିଲନାଡୁରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ।

ନଡ୍ଡା ଟିଟାକୁଡି ଏବଂ ତିରୁଭାଇୟାରର ଓ ବୁଦାଲୁରରେ ସଭା ସ୍ଥଳରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି । ଏହା ପରେ ସେ ଏକ ରୋଡ ଶୋ କରିଛନ୍ତି । ତାମିଲନାଡୁରେ ବିଧାନସଭା ନିର୍ବାଚନ ଏପ୍ରିଲ 6ରେ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହେବ ଏବଂ ଭୋଟ୍ ଗଣନା ମେ ୨ରୁ ହେବ । କଂଗ୍ରେସ-ଡିଏମକେ ଏବଂ ବିଜେପି-ଏଆଇଏଡିଏମକେ ମିଳିତ ମଞ୍ଚ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ରାଜ୍ୟରେ 234 ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।

ଏହା ପରେ ସେ ମଧ୍ୟ କେରଳ ଗସ୍ତ କରିବେ । କେରଳରେ ଏପ୍ରିଲ 6ରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ସେ କନ୍ନୁରରେ କେରଳର ବିଜେପି ନେତାଙ୍କୁ ଭେଟିବା ସହିତ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.