ETV Bharat / bharat

ଆମକୁ ଭୋଟ ଦିଅ, ନଯୁକ୍ତି ଦେବୁ ନହେଲେ ଭତ୍ତା ଦେବୁ: କେଜ୍ରିୱାଲ୍‌

ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଆପ୍‌ ମୁଖ୍ୟ ଆଜି ଗୁଜୁରାଟରେ ଏକ ବମ୍ପର ଅଫର ଘୋଷଣା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ଗୁଜୁରାଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

author img

By

Published : Aug 1, 2022, 8:49 PM IST

ଆମକୁ ଭୋଟ ଦିଅ, ନଯୁକ୍ତି ଦେବୁ ନହେଲେ ଭତ୍ତା ଦେବୁ: କେଜ୍ରିୱାଲ୍‌
ଆମକୁ ଭୋଟ ଦିଅ, ନଯୁକ୍ତି ଦେବୁ ନହେଲେ ଭତ୍ତା ଦେବୁ: କେଜ୍ରିୱାଲ୍‌

ଗାନ୍ଧୀନଗର: ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଆପ୍‌ ମୁଖ୍ୟ ଆଜି ଗୁଜୁରାଟରେ ଏକ ବମ୍ପର ଅଫର ଘୋଷଣା କରିଛନ୍ତି । ଆଗାମୀ ଅକ୍ଟୋବର ମାସରେ ଗୁଜୁରାଟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ କେଜ୍ରିୱାଲ ବର୍ତ୍ତମାନଠାରୁ ଘନଘନ ଗସ୍ତ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ସୋମବାର ସୋମନାଥ ଗସ୍ତ କରିଥିଲେ ଆପ୍‌ ମୁଖ୍ୟ ।

  • Somnath, Gujarat | I give a guarantee of employment to the people of Gujarat. Every jobless person in state will be given a job. All those, who do not get jobs will be given Rs 3000 per month: AAP national convener & Delhi CM Arvind Kejriwal pic.twitter.com/r963jmBGb6

    — ANI (@ANI) August 1, 2022 " class="align-text-top noRightClick twitterSection" data=" ">

ଏହି ଅବସରରେ ସେ ଗୁଜୁରାଟରେ ପ୍ରତ୍ୟେକଙ୍କୁ ନିଯୁକ୍ତି ଦେବା ନେଇ ଗାରେଣ୍ଟି ଦେଇଛନ୍ତି । ଗୁଜୁରାଟରେ କେହି ବେକାରୀ ରହିବେ ନାହିଁ । ଯେଉଁମାନଙ୍କୁ ନିଯୁକ୍ତି ନମିଳିବ ତାଙ୍କୁ ୩ ହଜାର ଟଙ୍କା ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି କେଜ୍ରିୱାଲ୍‌ ।

ସୋମନାଥ ଗସ୍ତ ବେଳେ ଏକ ସଭାକୁ ସମ୍ବୋଧନ କରି କେଜ୍ରିୱାଲ୍‌ କହିଛନ୍ତି ଯେ, "ମୁଁ ଗୁଜୁରାଟ ବାସିନ୍ଦାଙ୍କ ପାଇଁ ନିଯୁକ୍ତି ଗାରେଣ୍ଟି ଦେଉଛି । ରାଜ୍ୟରେ ପ୍ରତ୍ୟେକଙ୍କୁ ନିଯୁକ୍ତି ଦିଆଯିବ । ଯେଉଁମାନଙ୍କୁ ନିଯୁକ୍ତି ମିଳିବ ନାହିଁ ସେମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ଦିଆଯିବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.