ETV Bharat / bharat

ଲିମକା ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଜହାନାବାଦର କ୍ରିସଲେ ଶର୍ମା - କିସଲୟ ଶର୍ମାଙ୍କ ଲିମକା ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡ

ବିହାର ଜହାନାବାଦ ଜିଲ୍ଲାର ପିତାମ୍ବରପୁର ବାସିନ୍ଦା କ୍ରିସଲେ ଶର୍ମା ଲିମକା ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡ(Kishlay Sharma Name In Limca Book Of World Records)ରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

ଲିମକା ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଜହାନାବାଦର କିସଲୟ ଶର୍ମା

author img

By

Published : Apr 26, 2022, 8:23 AM IST

ପାଟନା: ବିହାର ଜହାନାବାଦ ଜିଲ୍ଲାର ପିତାମ୍ବରପୁର ବାସିନ୍ଦା କ୍ରିସଲେ ଶର୍ମା ଲିମକା ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡ(Kishlay Sharma Name In Limca Book Of World Records)ରେ ସ୍ଥାନ ପାଇଛନ୍ତି । ଏହା କରି ସେ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କ୍ରିସଲେ ଶର୍ମା ପେଶାରେ ଜଣେ ଗଣିତ ଶିକ୍ଷକ ହୋଇଥିବାବେଳେ ଗଣିତର ସମାଧାନ ପାଇଁ ସେ ୫୦୬୭ ଫର୍ମୁଲା ବାହାର କରି ଏହି ରେକର୍ଡ ସେ କରିଛନ୍ତି ।

ଲିମକା ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଜହାନାବାଦର କିସଲୟ ଶର୍ମା
ଲିମକା ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଜହାନାବାଦର କିସଲୟ ଶର୍ମା

ପରନ୍ତୁ ଲିମ୍‌କା ବୁକ୍‌ ଦ୍ବାରା ତାଙ୍କୁ ମେଲ ମାଧ୍ୟମରେ ଅକ୍ଟୋବର-ନଭେମ୍ବରରେ ନାମ ସ୍ଥାନିତ କରାଯାଇଥିବା ସୂଚନା ଦେଇଥିଲେ । କିନ୍ତୁ, ୩ ଦିନ ତଳେ ଲିମ୍‌କା ବୁକ୍‌ ଅଫ ରେକର୍ଡ ଦ୍ବାରା ତାଙ୍କୁ ପ୍ରମାଣପତ୍ର ପଠାଯାଇଥିଲା । ଏହାକୁ ନେଇ କ୍ରିସଲେ ଶର୍ମା ଖୁସି ବ୍ୟକ୍ତ କରିଛନ୍ତି, ଯେ କିଛି କରିବାର ଇଚ୍ଛା ତାଙ୍କୁ ଏଠାକୁ ଆଣି ପହଞ୍ଚାଇଛି । ଏହି ରେକର୍ଡ ପୂର୍ବରୁ ମଧ୍ୟ ତାଙ୍କ ନାମ ଗୋଲଡେନ୍ ବୁକରେ ସ୍ଥାନ ପାଇଥିଲା ।

କ୍ରିସଲେ ଶର୍ମା କହିଛନ୍ତି, ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଗିନିଜ ବୁକ୍‌ ଅଫ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା । ଏହି ସଫଳତାକୁ ସେ ତାଙ୍କ ଛାତ୍ରଙ୍କ ସହିତ ମିଶି କେକ କାଟି ସେଲିବ୍ରେସନ କରିଛନ୍ତି । ତାଙ୍କ ଛାତ୍ର କହିଛନ୍ତି, ଏପରି ଶିକ୍ଷକ ପାଖେ ପାଠ ପଢି ସେମାନେ ଗର୍ବ ଅନୁଭବ କରୁଛନ୍ତି ।

ପାଟନା ସାଇନ୍ସ କଲେଜରୁ ପାଠ ପଢିଥିବା କ୍ରିସଲେ କୁହନ୍ତି ଯେ, କେଟାଗୋରି ସ୍ଥିର କରିବାରେ ସମୟ ଲାଗିଲା, କିନ୍ତୁ ଗଣିତ ପ୍ରତି ଥିବା ପ୍ରେମ ତାଙ୍କୁ ସେହି ଉପହାର ଦେଇଛି ଯାହାର ସେ ଖୋଜରେ ଥିଲେ । ମହାନ ବୈଜ୍ଞାନିକ ବଶିଷ୍ଠ ନାରାୟଣଙ୍କୁ ନିଜ ଆଦର୍ଶ ମାନୁଥିବା କ୍ରିସଲେ ସବୁଠୁ ଅଧିକ ଗଣିତ ସୂତ୍ର ତିଆରି କରିବାର ଓ୍ବାର୍ଲ୍ଡ ରେକର୍ଡ କରି ଗୋଲ୍ଡେନ ବୁକ ଅଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଦୀର୍ଘ ୫ ବର୍ଷର ଅକ୍ଲାନ୍ତ ପରିଶ୍ରମ ସ୍ବରୂପ ତାଙ୍କୁ ଏହି ସଫଳତା ମିଳିଛି । କ୍ରିସଲେ ଫର୍ମୁଲା ତିଆରି ପାଇଁ ୫୦୦ରୁ ୬୦୦ ବହି ପଢିଛନ୍ତି । କ୍ରିସଲେ ଆଜି ଜହାନାବାଦରେ ଗଣିତ ଶିକ୍ଷକ ନାଁରେ ଜଣାଶୁଣା । ଏକ କୋଚିଂ ଚଳାଇଛନ୍ତି ଯେଉଁଥିରେ ସେ ଗଣିତ ପଢାଉଛନ୍ତି । ୯ମ ୧୦ମ ଏବଂ IIT ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଙ୍କୁ ଗଣିତ ପଢାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.