ETV Bharat / bharat

ମେ 2021 JEE ମେନ୍‌ ପରୀକ୍ଷା ସ୍ଥଗିତ, ସଂକ୍ରମଣ ଯୋଗୁଁ ଘୁଞ୍ଚିଲା ସେସନ - JEE ମେନ୍‌ ପରୀକ୍ଷା

JEE ମେନ୍‌ ଏପ୍ରିଲ ପରୀକ୍ଷା ସ୍ଥଗିତ ପରେ ମେ 2021 ପରୀକ୍ଷା ମଧ୍ୟ ଘୁଞ୍ଚାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ନୋଟିସ ଜାରି କରି ଦିଆଯାଇଛି ସୂଚନା । ଅଧିକ ପରଢୁ...

ମେ 2021 JEE ମେନ୍‌ ପରୀକ୍ଷା ସ୍ଥଗିତ, ସଂକ୍ରମଣ ଯୋଗୁଁ ଘୁଞ୍ଚିଲା ସେସନ

author img

By

Published : May 4, 2021, 5:37 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଥମିବାକୁ ନାଁ ନେଉନାହିଁ । ଏହାରି ମଧ୍ୟରେ ସବୁଠୁ ଅଧିକ କ୍ଷତି ସହୁଛନ୍ତି ଛାତ୍ରାଛାତ୍ରୀ । ସ୍ଥଗିତ ହେଉଛି ଗୋଟିଏ ପରେ ଗୋଟିଏ ପରୀକ୍ଷା । ଏହି କ୍ରମରେ JEE ମେନ୍‌ ଏପ୍ରିଲ ପରୀକ୍ଷା ସ୍ଥଗିତ ପରେ ମେ 2021 ପରୀକ୍ଷା ମଧ୍ୟ ଘୁଞ୍ଚାଯାଇଛି । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ନୋଟିସ ଜାରି କରି ଦିଆଯାଇଛି ସୂଚନା । ଏହାସହ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ମଧ୍ୟ ଟ୍ବିଟ କରି ପରୀକ୍ଷା ସ୍ଥଗିତ ହେବା ଖବର ଜଣାଇଛନ୍ତି ।

  • Looking at the present situation of COVID-19 and keeping students safety in mind, JEE (Main) - May 2021 session has been postponed .
    Students are advised to keep visiting the official website of NTA for further updates.@DG_NTA pic.twitter.com/utMUGrmJNi

    — Dr. Ramesh Pokhriyal Nishank (@DrRPNishank) May 4, 2021 " class="align-text-top noRightClick twitterSection" data=" ">

କୋରୋନାର ଦ୍ବିତୀୟ ଲହରୀ ଯୋଗୁଁ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ଶିକ୍ଷାନୁଷ୍ଠାନକୁ ମେ 2021ରେ ନିର୍ଦ୍ଧାରିତ ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ କରିବାକୁ ଅନୁରୋଧ କରିଥିଲା ।

ଉଚ୍ଚ ଶିକ୍ଷା ସଚିବ ଅମିତ ଖେର ଶିକ୍ଷାନୁଷ୍ଠାନକୁ ଅନୁରୋଧ କରି 2021ରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ସ୍ଥିଗିତ କରିବାକୁ କହିଥିଲେ । ଅନଲାଇନ ପରୀକ୍ଷା ଜାରି ରହିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.