ETV Bharat / bharat

India-Japan Annual Summit: ୫ ବର୍ଷରେ ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ

୫ ବର୍ଷରେ ଭାରତରେ ୩.୨ ଲକ୍ଷ କୋଟି ଟଙ୍କା ନିବେଶ କରିବ ଜାପାନ । ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହେଲା ୬ ଚୁକ୍ତିନାମା । ଅଧିକ ପଢନ୍ତୁ

India-Japan Annual Summit: ୫ ବର୍ଷରେ ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ
India-Japan Annual Summit: ୫ ବର୍ଷରେ ଭାରତରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ
author img

By

Published : Mar 19, 2022, 9:17 PM IST

ନୂଆଦିଲ୍ଲୀ: ଭାରତ-ଜାପାନ ବାର୍ଷିକ ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇଛି । ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିଥିବା ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଜି ଭାରତ-ଜାପାନ ଅର୍ଥନୀତି ଫୋରମ କାର୍ଯ୍ୟକ୍ରମରେ ଦୁଇ ଦେଶ ମଧ୍ୟରେ ଏକାଧିକ ଅର୍ଥନୀତି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଆସନ୍ତା ପାଞ୍ଚ ବର୍ଷରେ ଜାପାନ ଭାରତରେ 5 ଟ୍ରିଲିୟନ ୟେନ୍ ବା 3.2 ଲକ୍ଷ କୋଟି ଟଙ୍କା ନିବେଶ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଆଜି ଏହି ସମ୍ମିଳନୀରେ ଭାରତ ଏବଂ ଜାପାନ ୬ଟି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ସେହିପରି ସମ୍ମିଳନୀରେ ଜାପାନ ପ୍ରଧାନମନ୍ତ୍ରୀ ଋଷର ୟୁକ୍ରେନ ଆକ୍ରମଣ ନେଇ ମଧ୍ୟ ବିବୃତ୍ତି ରଖିଛନ୍ତି । ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିଥିଲେ ଜାପାନ ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେେ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସ୍ବାଗତ କରିବା ସହ ପରେ ହାଇଦ୍ରାବାଦ ହାଉସରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.