ବାରମୁଲ୍ଲା : ଜମ୍ମୁ-କାଶ୍ମୀରରୁ 9 ସନ୍ଦିଗ୍ଧ ଅଟକ । ଶେର ବାରମୁଲ୍ଲା ଅଞ୍ଚଳରୁ ସନ୍ଦିଗ୍ଧ ଅବସ୍ଥାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ସେମାନେ କିଏ ଓ କଣ ସେନେଇ ଅଧିକ ଯାଞ୍ଚ ଜାରି ରହିଛି ।
ବାରମୁଲ୍ଲା ପୋଲିସ ମୁତାବକ, ଏମାନେ ସମସ୍ତେ ସୋପିଆନର ଜୈନପୁରାର ଅଞ୍ଚଳ । ସେମାନଙ୍କ ପରିବାର ଓ କଣ କାମ କରୁଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଆଇନ ଅନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ