ETV Bharat / bharat

Stone Pelting: ଥମୁନି ଜାହାଙ୍ଗୀରପୁରୀ ହିଂସା, ପୁଣି ପୋଲିସ ଉପରକୁ ପଥର ମାଡ

ପ୍ରଭୁ ହନୁମାନଙ୍କ ଜୟନ୍ତୀ ଶୋଭାଯାତ୍ରା ସମୟରେ ଜାହାଙ୍ଗୀରପୁରୀ ହିଂସା(Jahangirpuri Violence) ମାମଲାକୁ ନେଇ ବଢୁଛି ଅଡୁଆ । ଆଜି କ୍ରାଇମବ୍ରାଞ୍ଚ ଟିମ୍‌ ଯାଞ୍ଚ ପାଇଁ ଗଲାବେଳେ ପଥର ମାଡ ହୋଇଛି । ଅଧିକ ପଢନ୍ତୁ

ଥମୁନି ଜାହାଙ୍ଗୀରପୁରୀ ହିଂସା, ପୁଣି ପୋଲିସ ଉପରକୁ ପଥର ମାଡ

author img

By

Published : Apr 18, 2022, 3:32 PM IST

Updated : Apr 18, 2022, 3:42 PM IST

ନୂଆଦିଲ୍ଲୀ: ପ୍ରଭୁ ହନୁମାନଙ୍କ ଜୟନ୍ତୀ ଶୋଭାଯାତ୍ରା ସମୟରେ ଜାହାଙ୍ଗୀରପୁରୀ ହିଂସା(Jahangirpuri Violence) ମାମଲାକୁ ନେଇ ବଢୁଛି ଅଡୁଆ । ଆଜି କ୍ରାଇମବ୍ରାଞ୍ଚ ଟିମ୍‌ ଯାଞ୍ଚ ପାଇଁ ଗଲାବେଳେ ପଥର ମାଡ ହୋଇଛି । ତେବେ ପୋଲିସଙ୍କ ସହ କ୍ରାଇମବ୍ରାଞ୍ଚ ଟିମ ଜାହାଙ୍ଗୀରପୁରୀ ଅଞ୍ଚଳରେ ଥିବା ମୁସଲିମ ବସ୍ତିକୁ ଆଜି ଗଲାବେଳେ ଏହି ଆକ୍ରମଣ ହୋଇଛି ।

Stone Pelting: ଥମୁନି ଜାହାଙ୍ଗୀରପୁରୀ ହିଂସା, ପୁଣି ପୋଲିସ ଉପରକୁ ପଥର ମାଡ

ଫଳରେ ଏହି ଅଞ୍ଚଳରେ ଏବେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏଥିସହ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ଫ୍ଲାଗ୍‌ ମାର୍ଚ୍ଚ କରିଛି । ସେପେଟେ ପୋଲିସ ଏହି ଘଟଣାର ତଦନ୍ତ କରି ଏପର୍ଯ୍ୟନ୍ତ ୨୨ ମୋଟ ୨୨ ଜଣଙ୍କୁ ଗିରଫ କରିଛି ।

ଏହା ବି ପଢନ୍ତୁ:Jahangirpuri Violence: ଗିରଫ ସଂଖ୍ୟ ୨୨କୁ ବୃଦ୍ଧି, ଶାନ୍ତି ପ୍ରତିଷ୍ଠା ପାଇଁ ରାଜନେତାଙ୍କ ଅପିଲ

ସେହିପରି ଏହି ଘଟଣାରେ ୨ଜଣ ନାବାଳକଙ୍କୁ ମଧ୍ଯ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ, କ୍ରାଇମବ୍ରାଞ୍ଚ ଟିମ୍‌ ଆହୁରି ୭ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2022, 3:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.