ETV Bharat / bharat

ଜାମ୍ମୁକାଶ୍ମୀରର କେମିକାଲ କାରଖାନାରେ ଅଗ୍ନିକାଣ୍ଡ

author img

By

Published : May 28, 2021, 8:23 AM IST

ଜାମ୍ମୁକାଶ୍ମୀର ଉଦ୍ଧମପୁର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ କେମିକାଲ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

କେମିକାଲ କାରଖାନାରେ ଅଗ୍ନିକାଣ୍ଡ
କେମିକାଲ କାରଖାନାରେ ଅଗ୍ନିକାଣ୍ଡ

ଶ୍ରୀନଗର: କେମିକାଲ କାରଖାନାରେ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କାରଖାନା । ଜାମ୍ମୁକାଶ୍ମୀର ଉଦ୍ଧମପୁର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ କେମିକାଲ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।

ନିଆଁକୁ ଆୟତ୍ତ କରିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ବର୍ତ୍ତମାନ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ନିଆଁକୁ ଆୟତ୍ତ କରିବା କାର୍ଯ୍ୟ ଜାରି ରହିଛି । ଏହା ଆଉ କେତେ ସମୟ ଲାଗିବ ତାହା ସ୍ପଷ୍ଟ ଜଣାପଡିନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ଆଇଏଏଫ ଅଧିକାରୀ ଡାଲବୀର ଏସ ବେହେଲ । ଭୟଙ୍କର ଅଗ୍ନିକାଣ୍ଡରେ କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.