ETV Bharat / bharat

BSFର ନୂଆ ନିର୍ଦ୍ଦେଶକ ହେବେ ପଙ୍କଜ ସିଂ, ITBPକୁ ମଧ୍ୟ ମିଳିଲା ନୂଆ ଡିଜି

author img

By

Published : Aug 26, 2021, 8:51 AM IST

Updated : Aug 26, 2021, 9:01 AM IST

ଆଇପିଏସ ପଙ୍କଜ କୁମାର ସିଂ ହେଲେ ସୀମା ସୁରକ୍ଷା ବଳ(ବିଏସଏଫ)ର ମହାନିର୍ଦ୍ଦେଶକ । ୧୯୮୮ ବ୍ୟାଚ ରାଜସ୍ଥାନ କ୍ୟାଡର ଆଇପିଏସ ପଙ୍କଜ ସିଂ ଆସନ୍ତା ୩୧ ତାରିଖରେ ବିଦ୍ଧିବଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ଅଧିକ ପଢନ୍ତୁ...

BSF
BSF

ନୂଆଦିଲ୍ଲୀ: ଆଇପିଏସ ପଙ୍କଜ କୁମାର ସିଂ ହେଲେ ସୀମା ସୁରକ୍ଷା ବଳ(ବିଏସଏଫ)ର ମହାନିର୍ଦ୍ଦେଶକ । ୧୯୮୮ ବ୍ୟାଚ ରାଜସ୍ଥାନ କ୍ୟାଡର ଆଇପିଏସ ପଙ୍କଜ ସିଂ ଆସନ୍ତା ୩୧ ତାରିଖରେ ବିଦ୍ଧିବଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ସେହିପରି ଇଣ୍ଡୋ-ତିବ୍ବତୀୟ ସୀମା ପୋଲିସ (ଆଇଟିବିପି)ର ନିର୍ଦ୍ଦେଶକ ହେଲେ ସେହି ୧୯୮୮ ବ୍ୟାଚ ଆଇପିଏସ ସଞ୍ଜୟ ଆରୋରା ।

ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକ ଥିଲେ ଆଇପିଏସ ଏସଏସ ଦେଶୱାଲ । ତାଙ୍କ କାର୍ଯ୍ୟକାଳ ସରିବା ପରେ ସୀମା ସୁରକ୍ଷା ବଳର ନିର୍ଦ୍ଦେଶକ ଦାୟିତ୍ବ ନେବେ ଆଇପିଏସ ପଙ୍କଜ କୁମାର ସିଂ । ସଂଯୋଗର କଥା ହେଉଛି ଆଇପିଏସ ପଙ୍କଜ କୁମାର ସିଂ ପିତା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ସିଂ ମଧ୍ୟ ଅତିତରେ ବିଏସଏଫର ନିର୍ଦ୍ଦେଶକ ଥିଲେ ।

ଅନ୍ୟପଟେ ତତ୍କାଳୀନ ଦିଲ୍ଲୀ ପୋଲିସ କମିଶନର ବାଲାଜୀ ଶ୍ରୀବାସ୍ତବଙ୍କୁ ପୋଲିସ ଗବେଷଣା ବିକାଶ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନୂଆ ନିଯୁକ୍ତି ଦେଇଛନ୍ତି ।

ଆଉ ଏହି ୩ ଜଣ ହେଉଛନ୍ତି ୧୯୮୮ ବ୍ୟାଚର ଆଇପିଏସ ଅଫିସର ।

Last Updated : Aug 26, 2021, 9:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.