ETV Bharat / bharat

Dubai Air Show 2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲା ସୂର୍ଯ୍ୟକିରଣ ଓ ତେଜସ

author img

By

Published : Nov 18, 2021, 9:29 PM IST

Dubai's Air Show 2021 ଉଦଯାପିତ । ଅନ୍ତିମ ଦିବସରେ ଶକ୍ତି ପ୍ରଦର୍ଶନ କଲେ ଭାରତୀୟ ବାୟୁ ସେନାର ଲଢୁଆ ବିମାନ ତେଜସ ଓ ସୂର୍ଯ୍ୟକିରଣ ଟିମ । ଅଧିକ ପଢନ୍ତୁ

Dubai Air Show Dubai Air Show 2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲା ସୂର୍ଯ୍ୟକିରଣ ଓ ତେଜସ2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲେ ସୂର୍ଯ୍ୟ କିରଣ ଓ ତେଜସ
DubaDubai Air Show 2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲା ସୂର୍ଯ୍ୟକିରଣ ଓ ତେଜସi Air Show 2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲେ ସୂର୍ଯ୍ୟ କିରଣ ଓ ତେଜସ

ଦୁବାଇ : ଉଦଯାପିତ ହୋଇଛି Dubai's Air Show 2021 । ତେବେ ଆଜି ଅନ୍ତିମ ତଥା ଉଦଯାପନୀ ଦିବସରେ ମୁଖ୍ୟ ଆକର୍ଷଣ ଥିଲା ଭାରତୀୟ ବାୟୁ ସେନା (AIF)ର ସୂର୍ଯ୍ୟକିରଣ ଏବଂ ଲଢୁଆ ଲାଇଟ କମ୍ବାକ୍ଟ ବିମାନ ତେଜସ । ତେବେ ଏହି ବିମାନ ଗୁଡିକ ଦୁବାଇ ଆକାଶରେ ନିଜ ସାମର୍ଥ୍ୟ ଓ ଚିତାକର୍ଷକ କୌଶଳ ପ୍ରଦର୍ଶନ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Dubai Air Show 2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲା ସୂର୍ଯ୍ୟକିରଣ ଓ ତେଜସ
Dubai Air Show 2021: ଉଦଯାପନୀ ଦିବସରେ ଦୃଷ୍ଟି ଆକର୍ଷଣ କଲା ସୂର୍ଯ୍ୟକିରଣ ଓ ତେଜସ

ଭାରତୀୟ ଏୟାର କ୍ରାଫ୍ଟ ସୂର୍ଯ୍ୟକିରଣ ଟିମର Hawk-132 ୯ ଟି ବିମାନ ଓ Aermacchi MB-339 ର ୭ଟି ବିମାନ ବୁର୍ଜ ଖଲିଫା, ପାମ ଜୁମିରାହ ଏବଂ ବୁର୍ଜ-ଅଲ-ଆରବ ଭଳି ଦୁବାଇର ଗୁରୁତ୍ବପୂର୍ଣ୍ଣ ଲ୍ୟାଣ୍ଡମାର୍କ ଲୋକେସନ ଉପରେ ନିଜ ଉଡାଣ କୌଶଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଯାହାକି ସେଠାରେ ଉପସ୍ଥିତ ଥିବା ବିଶ୍ବବ୍ୟାପୀ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ସେହିପରି ଅନ୍ୟତମ ଆକର୍ଷଣ ରହିଥିଲା ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ କମ୍ବାକ୍ଟ ଲଢୁଆ ଜେଟ ତେଜସ (Tejas)। ତେଜସ ମଧ୍ୟ ଦୁବାଇ ଆକାଶରେ ବେସ କିଛି ସମୟ ଧରି ନିଜର କୌଶଳ ପ୍ରଦର୍ଶନ କରି ଦର୍ଶକଙ୍କୁ ଭାରତୀୟ ସ୍ବଦେଶୀ ଜ୍ଞାନ କୌଶଳର ପରିଚୟ ଦେଇଥିଲା ।

ଗତ ରବିବାର ଦୁବାଇର ଅଲ ମାକ୍ଟୁମ ବିମାନ ବନ୍ଦରରେ ଏହି ଆନ୍ତର୍ଜାତୀୟ ଏୟାର ଶୋ (Dubai's Air Show 2021) ଆରମ୍ଭ ହୋଇଥିଲା। ଏହା ବିଶ୍ବର ଏକ ପ୍ରମୁଖ ଏୟାର ଶୋ ଭାବେ ମାନ୍ୟତା ହାସଲ କରିଥିବାବେଳେ ଏଥିରେ ଏକାଧିକ ଦେଶର ବାୟୁ ସେନା ସାମିଲ ହୋଇ ନିଜର ଶକ୍ତି ଦକ୍ଷତା ପ୍ରଦର୍ଶନ କରିଥିଲେ । ଗତ ରବିବାର ଆରମ୍ଭ ହୋଇଥିବା ଏହି ଆନ୍ତର୍ଜାତୀୟ ଏୟାର ଶୋ ର ଆଜି ଉଦଯାପିତ ହୋଇଛି । ରବିବାର ଏହି ଶୋ’ କୁ ଦୁବାଇର ଶେଖ୍ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମାକ୍ଟୁମ୍, ଦୁବାଇର କ୍ରାଉନ୍ ପ୍ରିନ୍ସ ଏବଂ ଦୁବାଇର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଉଦଘାଟନ କରିଥିଲେ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.