ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-30ରୁ ସୁପରସୋନିକ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି (ଗୁରୁବାର) ବଙ୍ଗୋପ ସାଗରୀୟ କ୍ଷେତ୍ର (Bay of Bengal region)ରେ ବ୍ରହ୍ମୋସର ବର୍ଦ୍ଧିତ ତଥା ଅପଗ୍ରେଡେଡ ଏୟାର ଲଞ୍ଚ ଭର୍ସନ (Extended Range Version)ର ପରୀକ୍ଷଣ କରାଯାଇଥିଲା । ଏହା ଅଧିକ ଦୂରଗାମୀ ଲକ୍ଷ୍ୟଭେଦ କରିପାରିବ ।
-
India successfully fired Extended Range Version of BrahMos Air Launched missile from Su-30 MKI fighter aircraft. The launch from the aircraft was as planned & the missile achieved a direct hit on designated target in Bay of Bengal region: Indian Air Force
— ANI (@ANI) May 12, 2022 " class="align-text-top noRightClick twitterSection" data="
(Representative Image) pic.twitter.com/KO41nkLiJP
">India successfully fired Extended Range Version of BrahMos Air Launched missile from Su-30 MKI fighter aircraft. The launch from the aircraft was as planned & the missile achieved a direct hit on designated target in Bay of Bengal region: Indian Air Force
— ANI (@ANI) May 12, 2022
(Representative Image) pic.twitter.com/KO41nkLiJPIndia successfully fired Extended Range Version of BrahMos Air Launched missile from Su-30 MKI fighter aircraft. The launch from the aircraft was as planned & the missile achieved a direct hit on designated target in Bay of Bengal region: Indian Air Force
— ANI (@ANI) May 12, 2022
(Representative Image) pic.twitter.com/KO41nkLiJP
ମିସାଇଲକୁ ଲଢୁଆ ସୁଖୋଇ ବିମାନରୁ ଉତକ୍ଷେପଣ କରାଯାଇଥିବା ବେଳେ ଟାର୍ଗେଟକୁ ସମ୍ପୂର୍ଣ୍ଣ ସଠିକତାର ସହ ଲକ୍ଷ୍ୟକ୍ଷେଦ କରିବା ସହ ପରୀକ୍ଷଣ ସଫଳ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି । ତେବେ ଆଜିର ଏହି ପରୀକ୍ଷଣ ପ୍ରଥମ ନୁହେଁ । ଏହାର ପରୀକ୍ଷଣ ପୂର୍ବରୁ ସଫଳ ହୋଇସାରିଥିବା ବେଳେ ଏକାଧିକ ବିକଶିତ ଭର୍ସନରେ ସିରିଜ ବ୍ୟବହାରିକ ପରୀକ୍ଷଣ ଜାରି ରଖିଛି ଭାରତୀୟ ବାୟୁସେନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ