ETV Bharat / bharat

India Corona: ତଳମୁହାଁ କୋରୋନା ଗ୍ରାଫ୍, ୪ ହଜାର ତଳେ ଦୈନିକ ସଂକ୍ରମଣ

author img

By

Published : Mar 8, 2022, 9:50 AM IST

ଦେଶରେ ନିୟନ୍ତ୍ରଣକୁ ଆସିଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 3,993 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ତଳମୁହାଁ କୋରୋନା ଗ୍ରାଫ୍, ୪ ତଳେ ଦୈନି ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ମିଟର । ନିୟନ୍ତ୍ରଣକୁ ଆସିଛି ମହାମାରୀ । ଦିନ କେଇଟାରେ ୩ ଲକ୍ଷ ପାର୍ କରିଥିଲା ସଂକ୍ରମଣ ମାମଲା ଏବେ ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 3,993 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3,993 fresh covid cases) । ଆଜି ମୃତ୍ୟୁସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି । ଦେଶରେ ଦିନକରେ ଆଉ 108 ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 49,948ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ 4,24,06,150 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,210 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ 1,79,13,41,295 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧,୩୪,୪୬୩ କୋଟି ଡୋଜ୍ ନେଇଛନ୍ତି ଲୋକେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.