ETV Bharat / bharat

INDIA CORONA: ଦିନକରେ 6317 ଆକ୍ରାନ୍ତ ଚିହ୍ନଟ, 318 ଦିନରେ ସର୍ବନିମ୍ନ - ଭାରତ ଦୈନିକ କୋରୋନା ସଂକ୍ରମଣ

ଏବେ ଦେଶରେ ଦୈନିକ ସଂକ୍ରମଣ(India daily corona infection) 10 ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 317 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 318 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 6,317 ଆକ୍ରାନ୍ତ ଚିହ୍ନଟ, 318 ଦିନରେ ସର୍ବନିମ୍ନ

author img

By

Published : Dec 22, 2021, 10:39 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । ଏବେ ଦେଶରେ ଦୈନିକ ସଂକ୍ରମଣ(India daily corona infection) 10 ହଜାର ତଳେ ରହୁଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 6 ହଜାର 317 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 318 ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଗତ 24 ଘଣ୍ଟା ମଧ୍ୟରେ 6 ହଜାର 906 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (Recovery rate) ମୋଟ ସୁସ୍ଥ ସଂଖ୍ୟା 3 କୋଟି 42 ଲକ୍ଷ 1 ହଜାର 966ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(Health ministry Data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 58 ହଜାର 481 ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 78 ହଜାର 325 ରେ ପହଞ୍ଚିଛି । ଦେଶରେ ମୋଟ 78 ହଜାର 190ଟି ସକ୍ରିୟ(Active) ମାମଲା ରହିଛି। ସେହିପରି ଏଯାବତ 138 କୋଟି 95 ଲକ୍ଷ 90 ହଜାର 670 କୋଟି ଡୋଜ ଟୀକାକରଣ(Corona Vaccination) ସରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.