ETV Bharat / bharat

INDIA CORONA: ୨୪ ଘଣ୍ଟାରେ 5,326 ଆକ୍ରାନ୍ତ ଚିହ୍ନଟ, 453 ଦିନରେ ସର୍ବନିମ୍ନ - ଭାରତ ଦୈନିକ କୋରୋନା ସଂକ୍ରମଣ

ଦେଶରେ ଦୈନିକ ସଂକ୍ରମଣରେ(India daily corona infection) ରେକର୍ଡ ସଂଖ୍ୟକ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 5 ହଜାର 326 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 453 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 5,326 ଆକ୍ରାନ୍ତ ଚିହ୍ନଟ, 453 ଦିନରେ ସର୍ବନିମ୍ନ

author img

By

Published : Dec 21, 2021, 11:02 AM IST

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ(India daily corona infection) ରେକର୍ଡ ସଂଖ୍ୟକ ହ୍ରାସ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 5 ହଜାର 326 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 453 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ ଗତ 24 ଘଣ୍ଟା ମଧ୍ୟରେ 8 ହଜାର 43 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ (recovry rate)ସୁସ୍ଥ ସଂଖ୍ୟା 3 କୋଟି 41 ଲକ୍ଷ 95 ହଜାର 60ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 47 ଲକ୍ଷ 52 ହଜାର 164 ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 78 ହଜାର 7 ରେ ପହଞ୍ଚିଛି । ଦେଶରେ ମୋଟ 79 ହଜାର 97ଟି ସକ୍ରିୟ(active) ମାମଲା ରହିଛି, ଯାହା 572 ଦିନରେ ସର୍ବନିମ୍ନ । ସେହିପରି ଏଯାବତ 138 କୋଟି 34 ଲକ୍ଷ 78 ହଜାର 181 କୋଟି ଡୋଜ ଟୀକାକରଣ(corona vaccination) ସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.