ETV Bharat / bharat

ପୁଣି ବଢିଲା ସଂକ୍ରମଣ: ଦିନକରେ 46,164 ପଜିଟିଭ ଚିହ୍ନଟ, 607 ମୃତ - କୋରୋନା ଅପଡେଟ

ଦେଶରେ ଉପରମୁହାଁ ହୋଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 46 ହଜାର 164 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 34 ହଜାର 159 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ 607 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଅଧିକ ପଢନ୍ତୁ...

ଦେଶରେ ଉପରମୁହାଁ କୋରୋନା ଗ୍ରାଫ; ଦିନକରେ  46,164 ପଜିଟିଭ ଚିହ୍ନଟ,607 ମୃତ

author img

By

Published : Aug 26, 2021, 10:03 AM IST

Updated : Aug 26, 2021, 10:25 AM IST

ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଦେଶରେ ଉପରମୁହାଁ ହୋଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 46 ହଜାର 164 ପଜିଟିଭ ଚିହ୍ନଟ ହୋଇଥିବା ବେଳେ 34 ହଜାର 159 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ 607 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

  • " class="align-text-top noRightClick twitterSection" data="">

ତେବେ, ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 25 ଲକ୍ଷ 58 ହଜାର 530କୁ ବୃଦ୍ଧି ପାଇଛି । ମୃତ୍ଯୁ ସଂଖ୍ଯା 4 ଲକ୍ଷ 36 ହଜାର 365 ଛୁଇଁଥିବା ବେଳେ 3 କୋଟି 17 ଲକ୍ଷ 88 ହଜାର 440 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । 3 ଲକ୍ଷ 33 ହଜାର 725 ସକ୍ରିୟ ମାମଲା ରହିଛି । ଏ ପର୍ଯ୍ୟନ୍ତ ଦେଶରେ 60 କୋଟି 38 ଲକ୍ଷ 46 ହଜାର 475 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

Last Updated : Aug 26, 2021, 10:25 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.