ETV Bharat / bharat

24 ଘଣ୍ଟାରେ 4,01,078 ପଜିଟିଭ, ମହାମାରୀ ନେଲା 4187 ମୁଣ୍ଡ - କୋରୋନା ଖବର

ଦୈନିକ ସଂକ୍ରମଣ ଟପିଲାଣୀ 4 ଲକ୍ଷ । ଗତ 24 ଘଣ୍ଚାରେ 4ଲକ୍ଷ 1 ହଜାର 78 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । 4 ହଜାର 187 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଅଧିକ ପଢନ୍ତୁ...

India reports 4,01,078 new COVID19 cases, 3,18,609 discharges, and 4,187 deaths in the last 24 hours, as per Union Health Ministry
ଦିନକରେ 4ଲକ୍ଷ 1 ହଜାର 78 ଆକ୍ରାନ୍ତ ଚିହ୍ନଟ
author img

By

Published : May 8, 2021, 9:59 AM IST

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ସ୍ଥିତିରେ ମହାମାରୀ । ଦୈନିକ ସଂକ୍ରମଣ ଟପିଲାଣୀ 4ଲକ୍ଷ । ଗତ 24 ଘଣ୍ଚାରେ 4ଲକ୍ଷ 1 ହଜାର 78 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 4 ହଜାର 187 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଏହାସହ 3 ଲକ୍ଷ 18 ହଜାର 609 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 18 ଲକ୍ଷ 92 ହଜାର 676କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା ଛୁଇଁଛି 2 ଲକ୍ଷ 38 ହଜାର 270 । 37 ଲକ୍ଷ 23 ହଜାର 446 ସକ୍ରିୟ ସଂକ୍ରମିତ ରହିଛନ୍ତି । 1 କୋଟି 79 ଲକ୍ଷ 30 ହଜାର 960 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ 16 କୋଟି 73 ଲକ୍ଷ 46 ହଜାର 544 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.