ETV Bharat / bharat

INDIA CORONA: ଦିନକରେ ୩୭,୩୭୯ ସଂକ୍ରମିତ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 37,379 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । 124 ମୃତ । ଅଧିକ ପଢନ୍ତୁ

INDIA CORONA: ଦିନକରେ ୩୭,୩୭୯ ସଂକ୍ରମିତ
INDIA CORONA: ଦିନକରେ ୩୭,୩୭୯ ସଂକ୍ରମିତ
author img

By

Published : Jan 4, 2022, 9:59 AM IST

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି ମହାମାରୀ । ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ୍ । ବିଗତ କିଛି ଦିନ ମଧ୍ୟରେ ପଜିଟିଭ ରେଟ୍ ହୁ ହୁ ହୋଇ ବଢିଚାଲିଛି । ଗତ 24 ଘଣ୍ଟା ମଧ୍ୟରେ 37,379 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 37,379 fresh Covid Cases) । ଦିନକରେ 11,007 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 124 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

ଦେଶରେ ଦୈନିକ ପଜିଟିଭ ହାର 3.24% ରହିଛି । ଏବେସୁଦ୍ଧା ମୋଟ 1,71,830 ସକ୍ରିୟ ମାମଲା ଥିବାବେଳେ 3,43,06,414 ଜଣ ସୁସ୍ଥ ହୋଇଛନ୍ତି । ଭାରତରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 4,82,017ରେ ପହଞ୍ଚିଛି ।

ଅନ୍ୟପଟେ ଗତକାଲି(ସୋମବାର)ଠୁ ଦେଶରେ କିଶୋର କିଶୋରୀଙ୍କ ଟୀକାକରଣ ଆରମ୍ଭ ହୋଇଛି । ଏହାପରେ ମୋଟ ଟୀକାକରଣ ଡୋଜ୍ ସଂଖ୍ୟା 1,46,70,18,464 କୁ ବୃଦ୍ଧି ପାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.