ETV Bharat / bharat

INDIA CORONA; ଦିନକରେ 33,376 ପଜିଟିଭ ଚିହ୍ନଟ,308 ମୃତ - କୋରୋନା ଅପଡେ

ଦେଶରେ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 33 ହଜାର 376 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

INDIA CORONA ;ଦିନକରେ 33,376 ପଜିଟିଭ ଚିହ୍ନଟ,308 ମୃତ

author img

By

Published : Sep 11, 2021, 10:05 AM IST

ନୂଆଦିଲ୍ଲୀ : ଦେଶରେ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 33 ହଜାର 376 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 308 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏହାସହ 32 ହଜାର 198 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 8 ହଜାର 330କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା 4 ଲକ୍ଷ 42 ହଜାର 317 ଛୁଇଁଥିବା ବେଳେ 3 ଲକ୍ଷ 91 ହଜାର 516 ସକ୍ରିୟ ମାମଲା ରହିଛି । 3 କୋଟି 23 ଲକ୍ଷ 74 ହଜାର 497 ଜଣ ସୁସ୍ଥ ହୋଇଥିବା ବେଳେ ଏପର୍ଯ୍ୟନ୍ତ 73 କୋଟି 5 ଲକ୍ଷ 89 ହଜାର 688 ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.