ETV Bharat / bharat

ଦେଶରେ ବଢୁଛି କୋରୋନା ପ୍ରକୋପ, ଦିନକରେ 28903 ଆକ୍ରାନ୍ତ ଚିହ୍ନଟ

author img

By

Published : Mar 17, 2021, 10:21 AM IST

ଦେଶରେ ଉପରମୁହାଁ କୋରୋନା ଗ୍ରାଫ । କିଛି ଦିନ ପରେ ପୁଣି ବଢୁଛି ସଂକ୍ରମଣ । ଆଜି ଦେଶରୁ 28 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ବଢୁଛି କୋରୋନା ପ୍ରକୋପ, ଦିନକରେ 28,903 ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲିଲାଣି କୋରୋନା । ଟିକା ଆସିବା ପରେ ବି କମୁନି ସଂକ୍ରମଣ । 24 ଘଣ୍ଟାରେ ଦେଶରେ 28 ହଜାର 903 ନୂଆ ସଂକ୍ରମଣ ଚିହ୍ନଟ ହୋଇଛି । ସେହିପରି ଦିନକରେ 188 ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ହେଉଛି 11438734 । ସେଥିରୁ 110,45,284 ଜଣ ମହାମାରୀ କବଳରୁ ସୁସ୍ଥ ହୋଇ ଫେରିଥିବା ବେଳେ ସକ୍ରିୟ ମାମଲା ରହିଛି 2,34,406 । ସେହିପରି କୋରୋନାରେ 1,59,044ଜଣଙ୍କ ଜୀବନ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.