ETV Bharat / bharat

India Corona: ଦିନକରେ 1007 ସଂକ୍ରମିତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,007 ନୂଆ ସଂକ୍ରମିତ ଚିହ୍ନଟ । ମୋଟ 11,058ଟି ରହିଛି ସକ୍ରିୟ ମାମଲା । ଅଧିକ ପଢନ୍ତୁ

India Corona: ଦେଶରେ ଦିନକରେ 1007 ସଂକ୍ରମିତ ଚିହ୍ନଟ

author img

By

Published : Apr 14, 2022, 9:55 AM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି ମହାମାରୀ । ଦୈନିକ ସଂକ୍ରମଣ ମାମଲା କେତେବେଳେ ବଢୁଛି ତ ପୁଣି କେତେବେଳେ ହଜାର ତଳକୁ ଖସିଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ 1,007 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports 1,007 fresh covid cases) । ସେହିପରି ଦିନକରେ ଦେଶରେ 818 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ସମୁଦାୟ ସକ୍ରିୟ ମାମଲା 11,058କୁ ବୃଦ୍ଧି ପାଇଛି । ଏହି କ୍ରମରେ ଏବେ ଦୈନିକ ପଜିଟିଭ ହାର 0.23%ରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,25,06,228 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ ସମୁଦାୟ 186 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ଏବଂ ୮୩.୦୮ କୋଟି କୋଭିଡ ଟେଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.