ETV Bharat / bharat

INDIA CORONA: ଦିନକରେ 37,875 ପଜିଟିଭ ଚିହ୍ନଟ, 369 ମୃତ - କୋରୋନା ମାମଲା

ଦେଶରେ କୋରୋନା ମାମଲାରେ ଲଗାତର ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 875 ନୂତନ କୋରୋନା ମାମଲା ଚିହ୍ନଟ ହେବା ସହ 369 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

INDIA CORONA; ଦିନକରେ 37,875 ପଜିଟିଭ ଚିହ୍ନଟ, 369 ମୃତ

author img

By

Published : Sep 8, 2021, 10:39 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ ଲଗାତାର ହ୍ରାସ ବୃଦ୍ଧି ଲାଗି ରହିଛି । ତେବେ ଏଭଳି ସ୍ଥିତିରେ କୋରୋନା ମହାମାରୀର ତୃତୀୟ ଲହରର ମୁକାବିଲା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର। ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନା ମାମଲାରେ ପୁଣି ବୃଦ୍ଧି ରେକର୍ଡ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 37 ହଜାର 875 ନୂତନ କୋରୋନା ମାମଲା ଚିହ୍ନଟ ହେବା ସହ 369 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ 24 ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୧୧୪ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

  • " class="align-text-top noRightClick twitterSection" data="">

ଅନ୍ୟପଟେ ନୂଆ ସଂକ୍ରମଣଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 30 ଲକ୍ଷ 96 ହଜାର 718କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା 4 ଲକ୍ଷ 41 ହଜାର 411ରେ ପହଞ୍ଚିଛି । ଏତଦ୍ ବ୍ୟତୀତ ଏବେ ଦେଶରେ 3 ଲକ୍ଷ 91 ହଜାର 256ଟି ସକ୍ରିୟ ମାମଲା ରହିଛି ।

ଏଯାବତ୍ 3 କୋଟି 22 ଲକ୍ଷ 64 ହଜାର 51 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 70 କୋଟି 75 ଲକ୍ଷ 43 ହଜାର 18 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.